ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କ ଗାନ୍ଧୀ ସଂକଳ୍ପ ଯାତ୍ରା

author img

By

Published : Oct 22, 2019, 9:39 PM IST

ମୟୂରଭଞ୍ଜ ବଡସାହି ବ୍ଲକର ଶିଆଳିଘାଟୀ ଓ ପାଉଁଶିଆ ଗ୍ରାମ ପଞ୍ଚାୟତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାନ୍ଧୀ ସଂକଳ୍ପ ଯାତ୍ରା । ଯାତ୍ରା ସମୟରେ କେନ୍ଦ୍ରମନ୍ତ୍ରୀ  ଗ୍ରାମବାସୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ବାରିପଦା: ବଡସାହି ବ୍ଲକର ଶିଆଳିଘାଟୀ ଓ ପାଉଁଶିଆ ଗ୍ରାମ ପଞ୍ଚାୟତରେ ବିଜେପି ପକ୍ଷରୁ ଗାନ୍ଧୀ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଛି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ଵରେ ଏହି ସଂକଳ୍ପ ଯାତ୍ରା ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ଯାତ୍ରାରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ ଓ ଭାଜପା ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ସାମିଲ ହୋଇଥଲେ ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଗ୍ରାମବାସୀମାନଙ୍କୁ ଗାନ୍ଧୀ ସଂକଳ୍ପ ଯାତ୍ର।ର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି । ଯାତ୍ରା ସମୟରେ କେନ୍ଦ୍ରମନ୍ତ୍ରୀ ଗ୍ରାମବାସୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ଯ ଆଲୋଚନା କରିଛନ୍ତି । ଏହାପରେ ସେ ସାକୁଆ ନୂତନ ପ୍ରାଥମିକ ସାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ଵରେ ସୋମବାର ବଡସାହି ବ୍ଲକ ଶିଆଳିଘାଟୀ ଓ ପାଉଁଶିଆ ଗ୍ରାମ ପଞ୍ଚାୟତରେ ଗାନ୍ଧି ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରାରେ ବଡ଼ସାହି ବିଧାୟକ ସନାତନ ବିଜୁଳି,ସାରସକଣା ବିଧାୟକ ଡଃ ବୁଢ଼ାନ ମୁଁ,
ଭାଜପା ଜିଲ୍ଲା ସଭାପତି ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ଦଳୀୟ କର୍ମକତ୍ତ।ମାନେ ସାମିଲ ହୋଇଥଲେ । କେନ୍ଦ୍ର ମନ୍ତ୍ରୀ ପ୍ରତାପ ଗ୍ରାମବାସୀମାନଙ୍କୁ ଗାନ୍ଧି ସଂକଳ୍ପ ଯାତ୍ର।ର ଆଭିମୁଖ୍ୟ ସଂପର୍କରେ ଅବଗତ କରିଥୁଲେ । ଯାତ୍ରା ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଗ୍ରାମବାସୀ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ମଧ୍ଯ ଆଲୋଚନା କରିଥୁଲେ । ଏହାପରେ ସେ ସାକୁଆ ନୂତନ ପ୍ରାଥମିକ ସାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥୁଲେ ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.