ETV Bharat / state

ବିଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର - ବିଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ମାଲକାନଗିରି ଜିଲ୍ଲା ଅର୍କେଲ ଥାନା ଅଞ୍ଚଳର ନୀଳାଦ୍ରିନଗର କଲେଜ ହଷ୍ଟେଲ ନିକଟରେ ଥିବା ବିଲରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର  କରାଯାଇଛି । ମୃତ ଯୁବକ ଜଣଙ୍କ ନିର ସାମନ୍ତରାୟ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିର
author img

By

Published : Oct 12, 2019, 1:46 PM IST

ମାଲକାନଗିରି: ବିଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ମାଲକାନଗିରି ଜିଲ୍ଲା ଅର୍କେଲ ଥାନା ଅଞ୍ଚଳର ନୀଳାଦ୍ରିନଗର କଲେଜ ହଷ୍ଟେଲ ନିକଟରେ ଥିବା ବିଲରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣଙ୍କ ନିର ସାମନ୍ତରାୟ ବୋଲି ଜଣାପଡିଛି ।

ସୂତନା ଅନୁଯାୟୀ, ଗତ 6 ଦିନ ହେବ ଘରୁ ଚାଷକାମ ପାଇଁ ଆସି ନିର ନିଖୋଜ ହୋଇଥିଲେ । ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ତାଙ୍କୁ ନ ପାଇ ଅର୍କେଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିର

ତେବେ ଶନିବାର ନିରଙ୍କ ମୃତଦେହ ନୀଳାଦ୍ରିନଗର କଲେଜ ହଷ୍ଟେଲ ନିକଟ ବିଲରୁ ଉଦ୍ଧାର ହୋଇଛି । ତେବେ ବିଦ୍ୟୁତ ଆଘାତରେ ନୀରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି ଗ୍ରାମବାସୀ ବିଦ୍ୟୁତ୍ ବିଭାଗର ଜେଇଙ୍କୁ ଘଟଣାସ୍ଥଳରେ ଅଟକ ରଖିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ଅର୍କେଲ ଥାନା ଅଞ୍ଚଳର ନୀଳାଦ୍ରିନଗର ରେ ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର । Body:ଗତ 6 ଦିନ ହେବ ନିଖୋଜ ଥିଲେ ଯୁବକ ଜଣଙ୍କ । ଘରୁ ଚାଷକାମ ପାଇଁ ଆସି ନିଖୋଜ ହୋଇଯାଇଥିବା ପରେ ପରିବାର ଲୋକେ ତାଙ୍କୁ ଖୋଜା ଖୋଜି କରିବା ସହ ଅର୍କେଲ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ନିଖୋଜ ଯୁବକ ଙ୍କ ମୃତଦେହ ନୀଳାଦ୍ରିନଗର କଲେଜ ହଷ୍ଟେଲ ନିକଟରୁ ଜବତ ହୋଇଛି । ବିଦ୍ୟୁତ ଆଘାତ ରେ ଯୁବକ ଜଣଙ୍କ ର ମୃତ୍ୟୁ ହୋଇଥିବା ସନ୍ଦେହ କରି ଗ୍ରାମବାସୀ ବିଦୂତ ବିଭାଗ ର JE ଙ୍କୁ ଘଟଣା ସ୍ଥଳରେ ଅଟକ ରଖିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ନିର ସାମନ୍ତରାୟ ।Conclusion:ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.