ETV Bharat / state

କୋରାପୁଟରେ କୋରୋନା ପ୍ରଭାବ: ବ୍ଲିଚିଙ୍ଗ ପାଣିରେ ସହର ସଫେଇ

ସବୁଦିନ ସକାଳେ ବଜାର 4 ଘଣ୍ଟା ପାଇଁ ଖୋଲା ରହୁଥିବାରୁ ସେହି ଅଞ୍ଚଳକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ଆସନ୍ତା ପାଞ୍ଚଦିନ ମଧ୍ୟରେ ସହରର ଗଳିକନ୍ଦିରେ ଅଗ୍ନିଶମ ବିଭାଗର ଦମକଳ ଗାଡି ପହଞ୍ଚିବ ।

author img

By

Published : Apr 2, 2020, 5:28 PM IST

କୋରାପୁଟରେ କୋରୋନା ପ୍ରଭାବ: ବ୍ଲିଚିଙ୍ଗ ପାଣିରେ ସହର ସଫେଇ
କୋରାପୁଟରେ କୋରୋନା ପ୍ରଭାବ: ବ୍ଲିଚିଙ୍ଗ ପାଣିରେ ସହର ସଫେଇ

କୋରାପୁଟ: କୋରୋନା ଭୂତାଣୁର ପ୍ରସାରକୁ ରୋକିବା ପାଇଁ ଗୁରୁବାର କୋରାପୁଟ ପୌରପରିଷଦ ପକ୍ଷରୁ ବ୍ଲିଚିଙ୍ଗରେ ସଫେଇ ଅଭିଯାନ ହୋଇଛି । ସମଗ୍ର ସହରର ରାସ୍ତାଘାଟ, ଦୋକାନ ବଜାର ଓ ଘରପିଣ୍ଡାକୁ ବ୍ଲିଚିଙ୍ଗ ପାଣିରେ ଧୋଇ ଦିଆଯାଇଛି । ଆଗାମୀ 5 ଦିନ ଏହି କାର୍ଯ୍ୟ ଜାରି ରହିବ ବୋଲି ଜଣାପଡିଛି ।

ସବୁଦିନ ସକାଳେ ବଜାର 4 ଘଣ୍ଟା ପାଇଁ ଖୋଲା ରହୁଥିବାରୁ ସେହି ଅଞ୍ଚଳକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ଆସନ୍ତା ପାଞ୍ଚଦିନ ମଧ୍ୟରେ ସହରର ଗଳିକନ୍ଦିରେ ଅଗ୍ନିଶମ ବିଭାଗର ଦମକଳ ଗାଡି ପହଞ୍ଚିବ । ଏହାଦ୍ବାରା ସିଭିଲ ଡିଫେନ୍ସର ସ୍ବେଚ୍ଛାସେବୀ ଏହି ସଫେଇ କାର୍ଯ୍ୟ ସମ୍ପନ୍ନ କରିବେ । ଏନେଇ ପୌରପରିଷଦ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି ।

କୋରାପୁଟ ସହରର ସୁରକ୍ଷା ଦିଗରେ ଏହି କାର୍ଯ୍ୟ ହେଉଛି । ତେଣୁ ଏଥିରେ ଯୋଗ ଦେଇ ଉତ୍ସାହିତ ବୋଲି ସ୍ବେଚ୍ଛାସେବୀ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.