ETV Bharat / state

କୋରୋନାକୁ ଜିଣି ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଯୋଦ୍ଧା

କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ଖୋର୍ଦ୍ଧା ଜିଲ୍ଲାପାଳ । ଜିଲ୍ଲାର ଏସପିଙ୍କ ସମେତ ଜିଲ୍ଲାରୁ ମୋଟ ୪୯ ଜଣ କୋରୋନା ଯୋଦ୍ଧା ଯୁଦ୍ଧରେ ବିଜୟୀ ହୋଇ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ...

କୋରୋନାକୁ ଜିଣି ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଯୋଦ୍ଧା
କୋରୋନାକୁ ଜିଣି ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଯୋଦ୍ଧା
author img

By

Published : Aug 28, 2020, 8:58 PM IST

ଖୋର୍ଦ୍ଧା: କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ଖୋର୍ଦ୍ଧା ଜିଲ୍ଲାପାଳ । ମହାମାରୀ କୋରୋନାକୁ ମୁକାବିଲା କରିବା ସମୟରେ କୋରୋନା ସଂକ୍ରମିତ ହୋଇଥିଲେ । ସେମାନଙ୍କ କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ଜିଲ୍ଲାପାଳ ।

କୋରୋନାକୁ ଜିଣି ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଯୋଦ୍ଧା
କୋରୋନାକୁ ଜିଣି ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଯୋଦ୍ଧା
କୋରୋନାକୁ ଜିଣି ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଯୋଦ୍ଧା

ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗର ବହୁ ପୋଲିସ ଅଧିକାରୀ କୋରୋନାରେ ସଂକ୍ରମିତ ହୋଇଥିଲେ। ଜିଲ୍ଲାର ଏସପିଙ୍କ ସମେତ ଜିଲ୍ଲାରୁ ମୋଟ ୪୯ ଜଣ କୋରୋନା ଯୋଦ୍ଧା ଯୁଦ୍ଧରେ ବିଜୟୀ ହୋଇ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେହି ଯୋଦ୍ଧା ମାନଙ୍କୁ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଏବଂ ଏସପି ଅଜୟ ପ୍ରତାପ ସ୍ବାଇଁ ଉପଢୌକନ, ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସମ୍ବର୍ଦ୍ଧନା ଦ୍ବାରା ସମସ୍ତ ଯୋଦ୍ଧା ଉତ୍ସାହିତ ହୋଇ ପ୍ଲାଜମା ଦାନ କରି କୋରୋନା ରୋଗୀଙ୍କ ଚିକିତ୍ସାରେ ସହାୟକ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.