ETV Bharat / state

କ୍ୟାପିଟାଲ ହସ୍ପିଟାଲରେ 5T ସଚିବ, ସ୍ବାସ୍ଥ୍ୟ ଭିତ୍ତିଭୂମିର କଲେ ସମୀକ୍ଷା - ୫ଟି ସଚିବ ଭିକେ ପାଣ୍ଡିଆନ୍

କ୍ୟାପିଟାଲ ହସ୍ପିଟାଲ(Capital Hospital) ପରିଦର୍ଶନରେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ହସ୍ପିଟାଲ ଗସ୍ତ କରିବା ସହିତ ସ୍ବାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

କ୍ୟାପିଟଲ ହସ୍ପିଟାଲରେ 5T ସଚିବ
କ୍ୟାପିଟଲ ହସ୍ପିଟାଲରେ 5T ସଚିବ
author img

By

Published : Nov 16, 2022, 9:33 AM IST

Updated : Nov 16, 2022, 9:40 AM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ 5T ସଚିବ ଭିକେ ପାଣ୍ଡିଆନ(5T Secretary VK Pandian) । ହସ୍ପିଟାଲରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ପାଣ୍ଡିଆନ (5T Secretary VK Pandian Reviews Development Work Of Capital Hospital)। ଟ୍ରମା କେୟାର, ମେଡିକାଲ କଲେଜ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ।

କ୍ୟାପିଟାଲ ହସ୍ପିଟାଲରେ 5T ସଚିବ

ଏହା ମଧ୍ୟ ପଢନ୍ତୁ: Baliyatra 2022: ଏଭର ଗ୍ରୀନ ଟି ଷ୍ଟଲ୍‌ରେ ଗ୍ରାହକଙ୍କ ଭିଡ଼, ଆକୃଷ୍ଟ କରୁଛି ଫ୍ଲେଭରଫୁଲ୍‌ ଚା’ପତି

୨୮୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧିନ ପିଜି ବ୍ଲକ ବୁଲି କାର୍ଯ୍ୟର ସମୀକ୍ଷା କରିଛନ୍ତି । ସମୀକ୍ଷା ସମୟରେ ସ୍ବାସ୍ଥ୍ୟ ବିଭାଗର ସଚିବ ଶାଲିନ ପଣ୍ଡିତ, ସଚିବ ବୀର ବ୍ରିକମ ଯାଦବ, ସ୍ବାସ୍ଥ୍ୟ ବିଭାଗର ନିର୍ଦେଶକ ବିଜୟ ମହାପାତ୍ର ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଉପସ୍ଥିତ ରହିଥିଲେ ।

ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣଧିନ କାମ ବୁଲିବା ସହ ବହୁ ସମୟ ଧରି ଆଲୋଚନା କରିଥିଲେ । ଆସନ୍ତା ୨୦୨୩ ମସିହା ସୁଦ୍ଧା ନିର୍ମାଣ କାମ ଶେଷ ହେବ । କ୍ୟାପିଟାଲ ହସ୍ପିଟାଲର ପରିସରରେ ୮୦ କୋଟି ଟଙ୍କାରେ ତିଆରି ହେଉଥିବା ଟ୍ରମାକେୟାର ନିର୍ମାଣସ୍ଥଳ ସହ 280 କୋଟି ଟଙ୍କାରେ ତିଆରି ହେଉଥିବା ପିଜିଆଇ ବ୍ଲକ କାମ ବୁଲି ଦେଖିଥିଲେ 5T ସଚିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 16, 2022, 9:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.