ETV Bharat / state

ନଦୀଘାଟରୁ ବେଆଇନ ବାଲି ଉଠାଣ ପ୍ରତିବାଦରେ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ - anandapur latest news

ହାଟଡିହି ବ୍ଲକ କରଗୋଳା ଗାଁର ବୈତରଣୀ ନଦୀଘାଟରୁ ବେଆଇନ ବାଲି ଉଠାଣକୁ ନେଇ ଶତାଧିକ ମହିଳା ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ।

protest
author img

By

Published : Nov 9, 2019, 1:03 PM IST

ଆନନ୍ଦପୁର: ବୈତରଣୀ ନଦୀଘାଟରୁ ବେଆଇନ ବାଲି ଉଠାଣକୁ ନେଇ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କରଗୋଳା ଗାଁର ବୈତରଣୀ ନଦୀଘାଟରୁ ବେଆଇନ ବାଲି ଉଠାଣକୁ ବିରୋଧ କରି ଶତାଧିକ ମହିଳା ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ।

ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ

ତାଙ୍କର ଅଭିଯୋଗ ଲିଜଧାରୀ ଆମ୍ବୋ ବାଲିଘାଟରୁ ବାଲି ଉଠାଣ ପାଇଁ ପ୍ରଶାସନ ପଷରୁ ଅନୁମତି ନେଇଥିବା ବେଳେ ଲିଜ ବାଲିଘାଟରୁ ବାଲି ନଉଠାଇ କରଗୋଲା ଘାଟରୁ ବାଲି ଉଠାଯାଉଛି । ସେଥିପାଇଁ ଗ୍ରାମବାସୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ଏଥିପ୍ରତି ପ୍ରଶାସନ ଯଦି ସେମାନଙ୍କ ଦାବି ପୂରଣ ନକରେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ମହିଳା ମାନେ ।

ତେବେ ମହିଳାମାନଙ୍କୁ ଅତିରିକ୍ତ ଉପଜିଲ୍ଲାପାଳ କମଳାକାନ୍ତ ପଣ୍ଡା ପ୍ରତିଶ୍ରୁତି ଦେବାପରେ ମହିଳାମାନେ ଆନ୍ଦୋଳନରୁ ଓହରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କରଗୋଳା ଗ୍ରାମର ବୈତରଣୀ ନଦୀ ଘାଟରୁ ବେଆଇନ ବାଲି ଉଠାଣକୁ ନେଇ ଗ୍ରାମର ଶତାଧିକ ମହିଲାକଂ ଉପଜିଲ୍ଲାପାଳ ଅଫିସ ଘେରାଉ କରାଯାଇଥିଲେ ତାକଂର ଅଭିଯୋଗ ଲିଜଧାରୀ ଆମ୍ବୋବାଲିଘାଟରୁ ବାଲି ଉଠାଣ ପାଇଁ ପ୍ରସାଶନ ପଷରୁ ଅନୁମତି ନେଇଥିବାବେଲେ ଲିଜବାଲି ଘାଟରୁ ବାଲି ନଉଠାଇ କରଗୋଲା ଘାଟରୁ ବାଲି ବେନିୟମ ଭାବେ ଉଠାଉଛି ସେଥିପାଇଁ ଗ୍ରାମବାସୀ ମାନେ ବିଭିନ୍ନ ଅସୁବିଧାର ସମୁଖିନ ହଉଥିବା ଅଭିଯୋଗ କରିଛନ୍ତି ା
ତେବେ ଏଥିପ୍ରତି ପ୍ରସାଶନ ଯଦି ସେମାନକଂ ଦାବି ପୁରଣ ନକରେ ଆଗାମି ଦିନରେ ଆନ୍ଦୋଳନ ତିବ୍ରତର ହବବୋଲି କହିଛନ୍ତି ମହିଲା ମାନେ ାତେବେ ମହିଲା ମାନକୁଂ ଅତିରିକ୍ତ ଉପଜିଲ୍ଲାପାଳ କମଲାକାନ୍ତ ପଣ୍ଡା ପ୍ରଦେଷପ ନେବେବୋଲି କହିବାପରେ ଆନ୍ଦୋଳନରୁ ଓରେଇଥିଲେ ମହିଲାମେନେ
ବାଇଟି ୧ ଆନ୍ଦୋଲନକାରୀମହିଲା
ବାଇଟି ୨ କମlଳାକାନ୍ତ ପଣ୍ଡା ଅତିରିକ୍ତ ଉପଜିଲ୍ଲାପାଳBody:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.