ETV Bharat / state

ଆସୁଛି ଅମ୍ପାନ: ଫସଲ କ୍ଷୟକ୍ଷତି ନେଇ ଆଶଙ୍କାରେ ଚାଷୀ

author img

By

Published : May 20, 2020, 10:53 AM IST

ବାତ୍ୟା ଅମ୍ପାନକୁ ନେଇ କେନ୍ଦୁଝର ଜିଲ୍ଲା ଭଦ୍ରକ ସୀମାନ୍ତ ହାଟଡ଼ିହି ବ୍ଲକ ଅଞ୍ଚଳରେ ଜମିରେ ପାଣି ମାଡିଯାଇ ଫସଲ ବ୍ୟାପକ କ୍ଷୟକ୍ଷତି ହେବା ନେଇ ଆଶଙ୍କା ।

cyclone in Andapur
ବାତ୍ୟା ଅମ୍ଫାନ ଅପଡେଟ

ଆନନ୍ଦପୁର: ବାତ୍ୟା ଅମ୍ପାନକୁ ନେଇ କେନ୍ଦୁଝର ଜିଲ୍ଲା ଭଦ୍ରକ ସୀମାନ୍ତ ହାଟଡ଼ିହି ବ୍ଲକ ଅଞ୍ଚଳରେ ଜମିରେ ପାଣି ମାଡିଯାଇ ଫସଲ ବ୍ୟାପକ କ୍ଷୟକ୍ଷତି ହେବା ନେଇ ଆଶଙ୍କା ଦେଖା ଦେଇଛି । ହାଟଡ଼ିହି ବ୍ଲକରେ ଏବେ ୯ଶହ ହେକ୍ଟର ଜମିରେ ଚାଷୀମାନେ ପନିପରିବା ଚାଷ କରିଛନ୍ତି।

ବାତ୍ୟା ଅମ୍ଫାନ ଅପଡେଟ

ଏ ପରିସ୍ଥିତିରେ ଚାଷୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଜମିରୁ ଫସଲ ଅମଳ କରିବାରେ ଲାଗିପଡିଛନ୍ତି। ପଞ୍ଚୁଗୋଛିଆ ପଞ୍ଚାୟତ ବଳଭଦ୍ରପୁର ଗାଁ ର ଚାଷୀମାନେ ଏକର ଏକର ଜମିରେ ପୋଟୋଳ ଚାଷ କରିଥିବା ବେଳେ ମହାବାତ୍ୟା ଅମ୍ପାନକୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ଆଗକୁ ବର୍ଷା ହେଲେ ଜମିରେ ପାଣି ମାଡିଯାଇ ପୋଟଳ କ୍ଷତିଗ୍ରସ୍ତ ହେବ ବୋଲି ସେମାନେ କହିଛନ୍ତି। ବ୍ଲକ କୃଷି ଅଧିକାରୀ ଏନେଇ ବିହିତ ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରିଛନ୍ତି।

ଆନନ୍ଦପୁରରୁ, ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.