ETV Bharat / state

କେନ୍ଦୁଝରରେ ରାବଣ ପୋଡି କାର୍ଯ୍ୟକ୍ରମ

ଅଧର୍ମ ଉପରେ ଧର୍ମର ବିଜୟ କେନ୍ଦୁଝର ଜିଲ୍ଲା କରଦାଙ୍ଗୀ ଗ୍ରାମରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାବଣ ପୋଡି କାର୍ଯ୍ୟକ୍ରମ ଦେଖିବାକୁ ପ୍ରାୟ 10 ହଜାର ରୁ ଊର୍ଦ୍ଧ୍ବ ଲୋକ ଉପସ୍ଥିତ ଥିଲେ ।

author img

By

Published : Oct 8, 2019, 10:49 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର

କେନ୍ଦୁଝର: ସାରା ଦେଶରେ ପାର୍ବଣର ମାହୋଲ । ଆଜି ମା’ ଦୁର୍ଗାଙ୍କ ଦଶମୀ ପୂଜା ସବୁଠି ଅନୁଷ୍ଠିତ ହେଇଛି । ଏହି ଅବସରରେ ଅସତ୍ୟ ଉପରେ ସତ୍ୟର ବିଜୟ ସ୍ବରୂପ ରାବଣ ଦହନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର

ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ କରଦାଙ୍ଗି ଗ୍ରାମରେ ରାବଣ ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ଦିନରେ ଗ୍ରାମବାସୀ ଗ୍ରାମ ଦେବତାଙ୍କ ନିକଟରେ ପୂଜା କରି ପାରମ୍ପରିକ ଅସ୍ତ୍ରଶସ୍ତ୍ର ପରିଦର୍ଶନ ସହ ଗ୍ରାମ ଭ୍ରମଣ କରିଥିଲେ ।

ସନ୍ଧ୍ୟାରେ ଗ୍ରାମ ନିକଟସ୍ଥ ପଡିଆରେ ରାବଣ ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ରାବଣ ପୋଡି ଦେଖିବାକୁ ଆଖପାଖ ଅଞ୍ଚଳର ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ବ ଦର୍ଶକଙ୍କ ଭିଡ଼ ଜମିଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ବିଜୟା ଦଶମୀରେ ରାବଣ ଦହନ କଲେ କରଦାଙ୍ଗିବାସୀBody:ଆଙ୍କର- ସାରା ଦେଶରେ ପାର୍ବଣର ମାହୋଲ । ଆଜି ମା ଦୁର୍ଗାଙ୍କ ଦଶମୀ ପୂଜା ସବୁଠି ଅନୁଷ୍ଠିତ ହେଇଛି । ଏହି ଅବସରରେ ଅସତ୍ୟ ଉପରେ ସତ୍ୟ ର ବିଜୟ ସ୍ୱରୂପ ରାବଣ ଦହନ ସବୁଠି ଆୟୋଜିତ ହେଉଛି । ଏହି ଅବସରରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ କରଦାଙ୍ଗି ଗ୍ରାମରେ ରାବଣ ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପରମ୍ପରା ଅନୁଯାୟୀ ଦିନରେ ଗ୍ରାମବାସୀ ଗ୍ରାମ ଦେବତା ପାଖରେ ପୂଜା କରି ପାରମ୍ପରିକ ଅସ୍ତ୍ରଶସ୍ତ୍ର ପରିଦର୍ଶନ କରି ଗ୍ରାମ ଭ୍ରମଣ କରିଥିଲେ । ସନ୍ଧ୍ୟାରେ ଗ୍ରାମ ନିକଟସ୍ଥ ପଡିଆ ରେ ରାବଣ ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ରାବଣ ପୋଡି ଦେଖିବାକୁ ଆଖପାଖ ଅଞ୍ଚଳର ଦଶ ହଜାର ରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଭିଡ଼ ଜମିଥିଲା ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.