ETV Bharat / state

ବିଲ ପାସ ନ କରିବାରୁ ପଞ୍ଚାୟତରେ ଅଧିକାରୀଙ୍କୁ ତାଲା ପକାଇଲେ ଜିଲ୍ଲା ପରିଷଦ ସଦସ୍ୟା - keonjhar district news

ବିଲ ପାସ ନକରିବାରୁ ପଞ୍ଚାୟତ ଅଧିକାରୀଙ୍କୁ ତାଲା ପକାଇଲେ ଜିଲ୍ଲା ପରିଷଦ ସଦସ୍ୟା । ଅଧିକ ପଢନ୍ତୁ...

ବିଲ ପାସ ନକରିବାରୁ ପଞ୍ଚାୟତରେ ଅଧିକାରୀଙ୍କୁ ତାଲା ପକାଇଲେ ଜିଲ୍ଲା ପରିଷଦ ସଦସ୍ୟା
ବିଲ ପାସ ନକରିବାରୁ ପଞ୍ଚାୟତରେ ଅଧିକାରୀଙ୍କୁ ତାଲା ପକାଇଲେ ଜିଲ୍ଲା ପରିଷଦ ସଦସ୍ୟାବିଲ ପାସ ନକରିବାରୁ ପଞ୍ଚାୟତରେ ଅଧିକାରୀଙ୍କୁ ତାଲା ପକାଇଲେ ଜିଲ୍ଲା ପରିଷଦ ସଦସ୍ୟାବିଲ ପାସ ନକରିବାରୁ ପଞ୍ଚାୟତରେ ଅଧିକାରୀଙ୍କୁ ତାଲା ପକାଇଲେ ଜିଲ୍ଲା ପରିଷଦ ସଦସ୍ୟା
author img

By

Published : Mar 4, 2021, 10:55 PM IST

କେନ୍ଦୁଝର: ପାଟଣା ବ୍ଲକରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବିଲ ପାସ ନକରିବାରୁ ପଞ୍ଚାୟତ ଅଧିକାରୀଙ୍କୁ ତାଲା ପକାଇଲେ ଜିଲ୍ଲା ପରିଷଦ ସଦସ୍ୟା । ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତରେ ଏପରି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ବିଲ ପାସ ନ କରିବାରୁ କେନ୍ଦେଇପଶି ପଞ୍ଚାୟତର ସହକାରୀ ଯନ୍ତ୍ରୀ ମୋନାଲିସା ଚକ୍ର ଓ ଗ୍ରାମ ରୋଜଗାର ସେବକ ନିର୍ମଳ ମହାନ୍ତଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଦସ୍ୟା ଡଲି ପାତ୍ର ତାଲା ପକାଇଥିବା ଜଣାପଡିଛି ।

ବିଲ ପାସ ନକରିବାରୁ ପଞ୍ଚାୟତରେ ଅଧିକାରୀଙ୍କୁ ତାଲା ପକାଇଲେ ଜିଲ୍ଲା ପରିଷଦ ସଦସ୍ୟା

ସୂଚନା ଅନୁସାରେ ଜିଲ୍ଲା ପରିଷଦ ପାଣ୍ଠିରୁ କାମ କରିଥିବା ବିଲକୁ ପାସ ନ କରିବାରୁ ଆଜି ପଞ୍ଚାୟତକୁ ସହକାରୀ ଯନ୍ତ୍ରୀ ଆସିଥିବାବେଳେ ତାଲା ପକାଇଛନ୍ତି ଜିଲ୍ଲା ପରିଷଦ ସଦସ୍ୟା ଡଲି ପାତ୍ର । ବିଲ ପାସ କରିବାକୁ ସହକାରୀ ଯନ୍ତ୍ରୀ ପିସି ମାଗିଥିବା ଅଭିଯୋଗ ମଧ୍ୟ କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟା । ତାଲା ପକାଇଥିବା ଖବର ପାଇ ତୁରୁମୁଙ୍ଗା ପୋଲିସ ପହଞ୍ଚି ତାଲା ଖୋଲିବା ସହ ବୁଝାମଣା ପରେ ପରିସ୍ଥିତି ଶାନ୍ତ ହୋଇଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.