ETV Bharat / state

୩ ଦିନ ବନ୍ଦ ରହିବ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ - Kendrapar District Headquarters Hospital

୭୨ଘଣ୍ଟା ପାଇଁ ବନ୍ଦ ହେଲା କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଏ ନେଇ କର୍ତ୍ତୁପକ୍ଷ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ..

୩ ଦିନ ବନ୍ଦ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

author img

By

Published : Sep 22, 2020, 6:20 PM IST

କେନ୍ଦ୍ରାପଡ଼ା: ୩ ଦିନ ବନ୍ଦ ରହିବ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଏ ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏହା ଅନୁସାରେ ମଙ୍ଗଳବାର ଅପରାହ୍ନ ୪ ଟାରୁ ଆସନ୍ତା ୨୫ ତାରିଖ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ହସ୍ପିଟାଲ ବନ୍ଦ ରହିବ । ଏ ନେଇ ମୁଖ୍ୟ ଫାଟକରେ ବ୍ୟାନର ଲଗାଇ ସୂଚାଇ ଦିଆଯାଇଛି ।

୩ ଦିନ ବନ୍ଦ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
୩ ଦିନ ବନ୍ଦ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ତେବେ ଏହି ସମୟ ମଧ୍ୟରେ ଜରୁରୀ ସେବା ବିଭାଗ ଓ ଫିଭର କ୍ଲିନିକ୍ ଖୋଲା ରହିବ । ଜଣେ ରୋଗୀ ସହିତ ଜଣେ ସମ୍ପର୍କୀୟଙ୍କୁ ମେଡିକାଲ ଭିତରକୁ ଯିବା ପାଇଁ ସୁଯୋଗ ଦିଆଯିବ । ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ଓ ସର୍ଜରୀ ବିଭାଗର ୯ ଜଣ ଡାକ୍ତର ଏବଂ କର୍ମଚାରୀ କୋରୋନା ପଜେଟିଭ ବାହାରିବା ପରେ ମେଡିକାଲକୁ ବନ୍ଦ କରିବା ସହିତ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ ବୋଲି ସିଡିଏମଓ ଅନିତା ପଟ୍ଟନାୟକ ସୂଚନା ଦେଇଛନ୍ତି l

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.