ETV Bharat / state

କେନ୍ଦ୍ରାପଡା ଚର୍ଚ୍ଚିତ କୁକୁର ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ - kendrapada police latest news

ନୀରିହ ପଶୁକୁ ଅତି ଅମାନୁଷିକ ଭାବେ ହତ୍ୟା କରିବା ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଏନେଇ ଇଟିଭି ଭାରତରେ ପ୍ରଥମେ ଖବର ପ୍ରସାରଣ ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅଧିକ ପଢନ୍ତୁ...

ବୁଲା କୁକୁର ହତ୍ୟା ଘଟଣାର ଅଭିଯୁକ୍ତକୁ ଗିରଫ କଲା ପୋଲିସ

author img

By

Published : May 30, 2021, 5:30 PM IST

କେନ୍ଦ୍ରାପଡା: କୁକୁର ହତ୍ୟା ଘଟଣାର ଅଭିଯୁକ୍ତକୁ ଗିରଫ କଲା ପୋଲିସ । ନୀରିହ ପଶୁକୁ ଅତି ଅମାନୁଷିକ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ବାବୁଲା ସିଂହ। ଏନେଇ ଇଟିଭି ଭାରତରେ ପ୍ରଥମେ ଖବର ପ୍ରସାରଣ ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ବୁଲା କୁକୁର ହତ୍ୟା ଘଟଣାର ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଅଭିଯୋଗ ଅନୁଯାୟୀ, ଗତ ୨୮ ତାରିଖ ଦିନ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପ୍ରହରାଜପୁର ଗାଁରେ ଏକ ବୁଲା କୁକୁରକୁ ଶୋଇଥିବା ଅବସ୍ଥାରେ ବୀଭତ୍ସ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ବାବୁଲା ସିଂହ । ଏନେଇ ଇଟିଭି ଭାରତରେ ସର୍ବପ୍ରଥମେ ଖବର ପ୍ରସାରଣ ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ଏହି ବୀଭତ୍ସ ହତ୍ୟା ଘଟଣା ସମ୍ପର୍କରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ମହମ୍ମଦ ଫିର୍ଦ୍ଦୋଷ ଓ ତାଙ୍କ ସାଙ୍ଗମାନେ ବାବୁଲାକୁ ପଚାରିବାକୁ ଯାଇଥିବା ବେଳେ ବାବୁଲା ସେମାନଙ୍କୁ କୁକୁର ଭଳି ହତ୍ୟା କରିବ ବୋଲି ଧମକ ଦେଇଥିଲା । ଏହା ପରେ ଫିର୍ଦ୍ଦୋଷ ଓ ସାଥି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଦ୍ବାରସ୍ଥ ହୋଇ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ଏହି ଘଟଣା ପରେ ପଟ୍ଟାମୁଣ୍ଡାଇ ପୋଲିସ ଅଭିଯୁକ୍ତ ବାବୁଲାକୁ କେସ ନଂ ୩୧୩ ଧାରା ୪୨୮,୪୨୯,୫୦୬ ଆଇପିସି ଓ ୧୧(୧),(I) ପ୍ରୋଟେକ୍ସନ ଅଫ ଆନିମଲ କ୍ରୁଏଲିଟି ଆକ୍ଟରେ ଗିରଫ କରି କୋର୍ଟଚାଲାଣ କରିଛି । ମାନ୍ୟବର କୋର୍ଟ ଅଭିଯୁକ୍ତ ବାବୁଲାକୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.