ETV Bharat / state

୧୬ରେ ପଡିବ ଭୋଟ: ଭୋଟ ଗ୍ରହଣ ପାଇଁ ବ୍ୟାପକ ବ୍ୟବସ୍ଥା - କେନ୍ଦ୍ରାପଡା ଖବର

ଆସନ୍ତା ୧୬ ତାରିଖରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ଡେରାବିଶ ବ୍ଲକର ମୋଟ ୭ଟି ଜୋନ ୬୦ଟି ପଞ୍ଚାୟତର ୮୮୦ଟି ବୁଥରେ ହେବ ମତଦାନ । ଅଧିକ ପଢନ୍ତୁ

୧୬ରେ ପଡିବ ଭୋଟ :  ଭୋଟ ଗ୍ରହଣ ପାଇଁ ବ୍ୟାପକ ବ୍ୟବସ୍ଥା

author img

By

Published : Feb 14, 2022, 9:31 PM IST

କେନ୍ଦ୍ରାପଡା : ଆସନ୍ତା ୧୬ ତାରିଖରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ଡେରାବିଶ ବ୍ଲକର ମୋଟ ୭ଟି ଜୋନ ୬୦ଟି ପଞ୍ଚାୟତର ୮୮୦ଟି ବୁଥରେ ହେବ ମତଦାନ । ଆଜି(ସୋମବାର) ପ୍ରାର୍ଥୀଙ୍କ ପ୍ରଚାର ପ୍ରକ୍ରିୟା ଶେଷ ହୋଇଥିବାବେଳେ ପୁଲିଂ ପାର୍ଟି ଭୋଟଦାନ ସମ୍ପର୍କିତ ସମସ୍ତ ଆସବାବପତ୍ର ଧରି ବୁଥକୁ ଚାଲି ଯାଇଛନ୍ତି।

୧୬ରେ ପଡିବ ଭୋଟ : ଭୋଟ ଗ୍ରହଣ ପାଇଁ ବ୍ୟାପକ ବ୍ୟବସ୍ଥା

ଆଳି ବ୍ଲକରେ ମୋଟ ୧,୩୮,୨୪୨ ଜଣ ମତଦାତା ମତଦାନ କରିବାକୁ ଥିବାବେଳେ ଡେରାବିଶ୍ ବ୍ଲକରେ ୧,୧୮,୬୬୫ଜଣ ମତଦାତା ମତଦାନ କରିବେ। ଡେରାବିଶ୍ ବ୍ଲକରେ ୩୯୦ଟି ବୁଥ ପାଇଁ ୨୮୦ଟି ଗାଡି ସହ ୧୭୧୬ଜଣ ପୋଲିଂ ପାର୍ଟି ମଧ୍ୟ ରହିଛନ୍ତି। ୩୯୦ଟି ବୁଥରୁ ଡେରାବିଶ ବ୍ଲକରେ ୧୯୧ଟି ବୁଥକୁ ସମ୍ବେଦନଶୀଳ ବୁଥ ବୋଲି ଘୋଷଣା କରାଯିବା ସହ ସେଠାରେ ପୋଲିସ ମୁତୟନ ବ୍ୟବସ୍ଥା କରାଯାଇଥିବା କହିଛନ୍ତି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.