ETV Bharat / state

କେନ୍ଦୁପତ୍ର ଫଡିରେ କୋରୋନା ସଚେତନତା କାର୍ଯ୍ୟକ୍ରମ - kalahandi latest news

କର୍ଲାମୁଣ୍ଡା ବ୍ଲକର ବିଭିନ୍ନ କେନ୍ଦୁପତ୍ର ଫଡିରେ କୋରୋନା ସଚେତନତା କାର୍ଯ୍ୟକ୍ରମ । ଭୁଏରମୁଣ୍ଡା ଗାଁର ୭୦ ଜଣ ଓ ସିଲେଟପଡାର ୫୦ ଜଣ କେନ୍ଦୁପତ୍ର ତୋଳାଲିଙ୍କୁ ମାକ୍ସ ବାଣ୍ଟିବା ସହ, ସାମାଜିକ ଦୂରତା, ସାବୁନ ରେ ହାତ ଧୋଇବା ଉପରେ ସଚେତନ କରାଯାଇଛି ।

corona-awareness-program-at-kalahandi
corona-awareness-program-at-kalahandi
author img

By

Published : May 17, 2020, 2:54 PM IST

କଳାହାଣ୍ଡି: ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ କେନ୍ଦୁପତ୍ର ଫଡିରେ କୋରୋନା ସଚେତନ ପାଇଁ ନବନିର୍ମାଣ ଏବଂ ଶ୍ରମିକ ସଂଘ ତଥା ବ୍ଲକ ସ୍ତରୀୟ ଗ୍ରାମ ବିକାଶ ସମିତି ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କେନ୍ଦୁପତ୍ର ଫଡିରେ କୋରୋନା ସଚେତନତା କାର୍ଯ୍ୟକ୍ରମ

ଏଥିରେ ସମାଜସେବୀ ସୁରେଶ ଚୌଧୁରୀ, ଶ୍ରମିକ ସଙ୍ଗଠନ ଜିଲ୍ଲା ସମ୍ପାଦକ ଚୈତନ୍ୟ ସାହୁ, ବ୍ଲକ ଭି ଡ଼ି ସି ସମ୍ପାଦକ ଭୁପିନ୍ଦର ଚୌଧୁରୀ ପ୍ରମୁଖ ଯୋଗ ଦେଇ ଭୁଏରମୁଣ୍ଡା ଗାଁର ୭୦ଜଣ ଓ ସିଲେଟପଡାର ୫୦ଜଣ କେନ୍ଦୁପତ୍ର ତୋଳାଲିଙ୍କୁ ମାକ୍ସ ବାଣ୍ଟିବା ସହ, ସାମାଜିକ ଦୂରତା, ସାବୁନରେ ହାତ ଧୋଇବା ଉପରେ ସଚେତନ କରିଥିଲେ ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.