ETV Bharat / state

ବାଣ ଭିଡୁଥିବାବେଳେ ଟାଉନ ପୋଲିସର ଚଢାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

author img

By

Published : Nov 11, 2020, 4:44 PM IST

ବେଆଇନ ବାଣ ପ୍ରସ୍ତୁତ ସମୟରେ ଯାଜପୁର ଟାଉନ ଥାନା ଅଧିନ ଜାଲପୁର ଗ୍ରାମରେ ପୋଲିସ ବିଳମ୍ବିତ ରାତିରେ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି । ଅଧିକ ପଢନ୍ତୁ...

Millions of dollars fire crackers were seized
ବାଣ ଭିଡୁଥିବା ବେଳେ ଟାଉନ ପୋଲିସର ଚଢାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

ଯାଜପୁର: ବେଆଇନ ବାଣ ପ୍ରସ୍ତୁତ ସମୟରେ ଯାଜପୁର ଟାଉନ ଥାନା ଅଧିନ ଜାଲପୁର ଗ୍ରାମରେ ପୋଲିସ ବିଳମ୍ବିତ ରାତିରେ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି । ବାଣୁଆ ମୋହନ ଜେନା ଘରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ ପ୍ରକାର ୬ ବସ୍ତା ବାଣ ଜବତ ହୋଇଥିବା ବେଳେ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ।

ବାଣ ମଧ୍ୟରୁ ତାଳ ଫୁଟୁକା, ଝରଝରି,ବାରୁଦ, ଲଙ୍କା ବାଣ, ଫୁଲଝରୀ, ଟୁନି ବମ ସହ ଅନେକ ବାଣ ଜବତ କରାଯାଇଛି । ଏହାସହ ଅଧିକ ତଦନ୍ତ ଚଳାଇଛି ଟାଉନ ଥାନା ପୋଲିସ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.