ETV Bharat / state

୮ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା, ୨ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ - ତିର୍ତ୍ତୋଲ ଗଣଦୁଷ୍କର୍ମ ଘଟଣା

ଜଗତସିଂହପୁର ତିର୍ତ୍ତୋଲ ଥାନା ଅଞ୍ଚଳରେ ୮ବର୍ଷର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ୨ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ପୋକ୍ସୋ କୋର୍ଟ । ଅଧିକ ପଢନ୍ତୁ

୮ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା, ୨ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ

author img

By

Published : Nov 29, 2022, 4:51 PM IST

Updated : Nov 29, 2022, 11:04 PM IST

ଜଗତସିଂହପୁର: ୨୦୧୪ ଜିଲ୍ଲାର ତିର୍ତ୍ତୋଲ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା (Tirtol minor girl gang rape and murder case) । ୨ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଜଗତସିଂହପୁର ପକ୍ସୋ କୋର୍ଟ (Jagatsinghpur POCSO court)। ୨ ଦୋଷୀ ସେଖ୍ ଆସିଫ୍ ଓ ସେକ୍ ଅକିଲକୁ ଫାଶୀ ଦଣ୍ଡ ମିଳିଛି (Death penalty to 2 Accused) । ଏହି ମାମଲାରେ ପ୍ରମାଣ ଅଭାବରୁ ଅନ୍ୟ ୨ ଅଭିଯୁକ୍ତଙ୍କୁ କୋର୍ଟ ଖଲାସ କରିଥିବା ଜଣାପଡ଼ିଛି ।

୮ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା, ୨ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ

୨୦୧୪ ମସିହାରେ ଏକ ୮ ବର୍ଷର ନାବାଳିକାକୁ ଅପହରଣ ଓ ପରେ ଦୁଷ୍କର୍ମ କରାଯାଇଥିଲା । ଏହି ଘଟଣାରେ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ଦୁଇ ଜଣଙ୍କୁ କୋର୍ଟ ନିର୍ଦ୍ଦେଶରେ ଖଲାସ କରାଯାଇଛି । ତେବେ ୮ ବର୍ଷର ନାବାଳିକାକୁ ଚକୋଲେଟ୍ ଦେଇ ଉଠାଇ ନେଇଥିଲେ ଦୁର୍ବୃତ୍ତ । ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ ପରେ ହତ୍ୟା କରିଥିଲେ ।

ତତ୍କାଳୀନ ତିର୍ତ୍ତୋଲ ଥାନା ଅଧିକାରୀ ଦୟାନିଧି ନାୟକ ଓ ବରି ପୋଲିସ ଅଧିକାରୀ ଭବାନୀ ଶଙ୍କର ମିଶ୍ର ଏହି ଘଟଣାର ତଦନ୍ତ କରି ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଦୀର୍ଘ ୮ ବର୍ଷ ପରେ ୨୭ ଜଣ ସାକ୍ଷୀଙ୍କ ବୟାନ ଅନୁସାରେ ଦୁଇ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଓ ପ୍ରମାଣ ଅଭାବରୁ ଦୁଇ ଜଣଙ୍କୁ ଖଲାସ କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Nov 29, 2022, 11:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.