ETV Bharat / state

ଜୋରନ୍ଦା ପୀଠରେ ଜମୁଛି ଗହଳି, ସନ୍ୟାସୀଙ୍କୁ ମିଳିଲା ସ୍ବତନ୍ତ୍ର ପାହ୍ୟା

ଚାଲିଛି ବିଶ୍ବ ପ୍ରସିଦ୍ଧ ଜୋରନ୍ଦା ମେଳା। ଚଳିତ ବର୍ଷ କୋଭିଡ କଟକଣା ରହିଥିଲେ ମଧ୍ୟ ଗତ ସନ୍ଧ୍ୟା ପର ଠାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ର ମାତ୍ରା ବୃଦ୍ଧି ପାଇଛି । ଅଧିକ ପଢ଼ନ୍ତୁ

famous joranda mela in dhenkanal
ପ୍ରସିଦ୍ଧ ଜୋରନ୍ଦା ମେଳା: ମହିମା ସନ୍ୟାସୀଙ୍କ ନିଆରା ପରମ୍ପରା
author img

By

Published : Feb 16, 2022, 3:06 PM IST

ଢେଙ୍କାନାଳ: ଚାଲିଛି ବିଶ୍ବ ପ୍ରସିଦ୍ଧ ଜୋରନ୍ଦା ମେଳା। ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଅର୍ଥାତ ମଙ୍ଗଳବାର ଠାରୁ ମହିମା ଧର୍ମର ବାର୍ଷିକ ଉତ୍ସବ ଜୋରନ୍ଦା ମେଳା ଆରମ୍ଭ ହୋଇଯାଇଛି । ତେବେ ଚଳିତ ବର୍ଷ କୋଭିଡ କଟକଣା ରହିଥିଲେ ମଧ୍ୟ ଗତ ସନ୍ଧ୍ୟା ପର ଠାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ର ମାତ୍ରା ବୃଦ୍ଧି ପାଇଛି ।

ପ୍ରସିଦ୍ଧ ଜୋରନ୍ଦା ମେଳା: ମହିମା ସନ୍ୟାସୀଙ୍କ ନିଆରା ପରମ୍ପରା

ମହିମା ପରମ୍ପରା ମୁତାବକ ସନ୍ଧ୍ୟା ସାଢେ ୫ଟା ସମୟରେ ମୁଖ୍ୟ ଗାଦି ମନ୍ଦିର ଚାରିଦ୍ବାରରେ ଝାଡ଼ ଦୀପ ପ୍ରଜ୍ବଳନ କରାଯାଇଛି । ମହିମା ସନ୍ୟାସୀ ମାନଙ୍କ ନିଆରା ପରମ୍ପରା ଚାଲିଛି। ଚଳିତ ବର୍ଷ ୩୧ ଜଣ ଗୃହତ୍ୟାଗୀ ସନ୍ୟାସୀଙ୍କୁ ଏକ ପାହ୍ୟା ଉପରେ ସନ୍ୟାସୀ ମାନ୍ୟତା ଦିଆଯାଇଛି। ସେହିପରି ୧୯ ଜଣ କୌପନଧାରୀଙ୍କୁ ବ୍ଲକଲ ପ୍ରଦାନ କରାଯାଇଥିବା ପୀଠର ମୁଖ୍ୟ ବାବା ସୂଚନା ଦେଇଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.