ETV Bharat / state

କଟକରେ ଆୟତ୍ତ କୋଭିଡ

ସିଲଭରସିଟିରେ ଆୟତ୍ତରେ ରହିଛି କୋଭିଡ ସଂକ୍ରମଣ । ଟେଷ୍ଟିଙ୍ଗ ଓ ସର୍ଭିଲାନ୍ସ ଉପରେ ଫୋକସ ପରେ ଆୟତ୍ତରେ ରହିଛି ସଂକ୍ରମଣ । ଏହାଛଡା କୋଭିଡ କେୟାରରେ ମଧ୍ୟ ବ୍ୟାପକ ବେଡ଼ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

କଟକରେ ଆୟତ୍ତ କୋଭିଡ
କଟକରେ ଆୟତ୍ତ କୋଭିଡ
author img

By

Published : Apr 13, 2021, 5:44 PM IST

କଟକ: ସିଲଭରସିଟିରେ ଆୟତ୍ତରେ ରହିଛି କୋଭିଡ ସଂକ୍ରମଣ । ଟେଷ୍ଟିଙ୍ଗ ଓ ସର୍ଭିଲାନ୍ସ ଉପରେ ଫୋକସ ପରେ ଆୟତ୍ତରେ ରହିଛି ସଂକ୍ରମଣ । ଏହାଛଡା କୋଭିଡ କେୟାରରେ ମଧ୍ୟ ବ୍ୟାପକ ବେଡ଼ ବ୍ୟବସ୍ଥା କରାଯାଇଛି ।

କଟକରେ ଆୟତ୍ତ କୋଭିଡ

ମୋଟ 500 ବେଡ଼ ବର୍ତ୍ତମାନ ସୁଦ୍ଧା ରହିଛି । ତେବେ ସଂକ୍ରମଣ ବର୍ତ୍ତମାନ ସୁଦ୍ଧା ସ୍ଥିର ରହିଛି । ଯଦି ଆଗାମୀ ଦିନରେ କିଛି ମାତ୍ରାରେ ବଢେ ସେଥିପାଇଁ ମଧ୍ୟ ଆମେ ପ୍ରସ୍ତୁତ ଅଛୁ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.