ETV Bharat / state

ବୌଦ୍ଧ ଗସ୍ତରେ ‘ମୋ ସରକାର’ ସ୍ବତନ୍ତ୍ର ସଚିବ

author img

By

Published : Feb 7, 2020, 10:07 PM IST

ବୌଦ୍ଧ ଜିଲ୍ଲା ଗସ୍ତରେ ମୋ ସରକାରର ସ୍ବତନ୍ତ୍ର ସଚିବ । ଜିଲ୍ଲାର ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଥିଲେ । ଏଥିସହ ଚକ୍ଷୁ ଡାକ୍ତରଖାନାର କିଭଳି ଉନ୍ନତି ହେବ ତା ଉପରେ ଗୁରୁତ୍ବାରୋପ କରିଥିଲେ ।

mo sarakar special secretary
ବୌଦ୍ଧ ଗସ୍ତରେ ‘ମୋ ସରକାର’ ସ୍ବତନ୍ତ୍ର ସଚିବ

ବୌଦ୍ଧ: ଜିଲ୍ଲା ଗସ୍ତରେ ମୋ ସରକାରର ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ । ସେ ଜିଲ୍ଲାର ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଶିକ୍ଷାନୁଷ୍ଠାନ, ଛତୁଆ କେନ୍ଦ୍ର, ଅଙ୍ଗନବାଡି କେନ୍ଦ୍ର, ସାମାଜିକ ସୁରକ୍ଷା ବ୍ୟବସ୍ଥା ସବୁ ବୁଲି ଦେଖିଥିଲେ ।

ବୌଦ୍ଧ ଗସ୍ତରେ ‘ମୋ ସରକାର’ ସ୍ବତନ୍ତ୍ର ସଚିବ

ଏଥିସହ ବୌଦ୍ଧ ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରିଥିଲେ । ପୂର୍ବରୁ ରାଜ୍ୟର ଅନ୍ୟତମ ପ୍ରମୁଖ ଚକ୍ଷୁ ଡାକ୍ତରଖାନା ଏବେ ଅବହେଳିତ ହୋଇ ପଡିଥିବାରୁ ଏହାର ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିଥିଲେ । ଦୀର୍ଘ ବର୍ଷ ଧରି ଚକ୍ଷୁ ଡାକ୍ତରଖାନା ପ୍ରାୟତଃ ଅଚଳ ହୋଇଥିବାରୁ ସେଠାରେ ଡାଏଲିସିସ କେନ୍ଦ୍ର ଚାଲିଥିଲା ।

ତେବେ ଉପର ମହଲାରେ ଚକ୍ଷୁ ବିଭାଗର ଉନ୍ନତି କରଣ କରାଯିବ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି । ସ୍ବତନ୍ତ୍ର ସଚିବଙ୍କ ସହିତ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପିଡି ସୂର୍ଯ୍ୟ ନାରାୟଣ ଦାସ,ଉପଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲା ଗସ୍ତରେ ମୋ ସରକାର ର ସ୍ବତନ୍ତ୍ର ସଚିବ ।ଜିଲ୍ଲାର ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ ସହ ମୁଖ୍ୟ ଡାକ୍ତରଖାନାରେ ଥିବା ଚକ୍ଷୁ ଡାକ୍ତରଖାନାର କିଭଳି ଉନ୍ନତି ହେବ ତାହା ବୁଲି ଦେଖିଥିଲେ ।
ବୌଦ୍ଧ ଜିଲ୍ଲା ଗସ୍ତରେ ଶୁକ୍ରବାର ମୋ ସରକାରଙ୍କ ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ ।ସଚିବ ଜିଲ୍ଲାର ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଶିକ୍ଷାନୁଷ୍ଠାନ,ଛତୁଆ କେନ୍ଦ୍ର, ଅଙ୍ଗନବାଡି, ସାମାଜିକ ସୁରକ୍ଷା ବ୍ୟବସ୍ଥା ସବୁ ବୁଲି ଦେଖିଥିଲେ ।ଏଥି ସହିତ ବୌଦ୍ଧ ମୁଖ୍ୟ ଡାକ୍ତରଖାନା ର ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରିଥିଲେ । ପୂର୍ବରୁ ରାଜ୍ୟର ଅନ୍ୟତମ ନାକରା ଚକ୍ଷୁ ଡାକ୍ତରଖାନା ଏବେ ଅବହେଳିତ ହୋଇ ପଡିଥିବାରୁ ଏହାର ଓଟି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିଥିଲେ । ଦୀର୍ଘ ବର୍ଷ ଧରି ଚକ୍ଷୁ ଡାକ୍ତରଖାନା ପ୍ରାୟତଃ ଅଚଳ ହୋଇ ସେଠାରେ ଡାଏଲିସିସ କେନ୍ଦ୍ର ଚାଲିଥିବା ଯୋଗୁଁ ଉପର ମହଲାରେ ଚକ୍ଷୁ ବିଭାଗର ଉନ୍ନତି କରଣ କରାଯିବ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।ସ୍ବତନ୍ତ୍ର ସଚିବ ଙ୍କ ସହିତ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପିଡି ସୂର୍ଯ୍ୟ ନାରାୟଣ ଦାସ,ଉପଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ପ୍ରମୁଖ ବିଭିନ୍ନ ସ୍ଥାନକୁ ବୁଲି ଦେଖିଥିଲେ ।

Body:ବୌଦ୍ଧ ଗସ୍ତରେ ମୋ ସରକାରଙ୍କ ସ୍ବତନ୍ତ୍ର ସଚିବ ।

Conclusion:ବାଇଟ-୧-କୃତିବାସ ପଲିଆ,ବୁଦ୍ଧିଜୀବୀ
ବାଇଟ-୨-ଡ଼ ଲକ୍ଷ୍ମୀ ଧର ସାହୁ,ସିଡିଏମଓ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.