ETV Bharat / state

ବର୍ଷା ଧୋଇଦେଲା ବୌଦ୍ଧ ମହୋତ୍ସବ - ବର୍ଷା ଧୋଇଲା ବୌଦ୍ଧ ମହୋତ୍ସବ

ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି ବୌଦ୍ଧ ମହୋତ୍ସବ। ମାତ୍ର ଉଦଘାଟନର 12 ଘଣ୍ଟା ନପୂରଣ ବର୍ଷାରେ ଜଳମଗ୍ନ ମହୋତ୍ସବ ପଡିଆ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Boudh mohotsab damage by heavy rain
ବର୍ଷା ଧୋଇଲା ବୌଦ୍ଧ ମହୋତ୍ସବ
author img

By

Published : Jan 3, 2020, 3:55 PM IST

ବୌଦ୍ଧ: ପ୍ରକୃତିର ତାଣ୍ଡବ ଆଗରେ ହାର ମାନିଲା ଟେକ୍ନୋଲୋଜି। 12 ଘଣ୍ଟା ପୂର୍ବରୁ ଯେଉଁ ମଣ୍ଡପ ସାରା ଓଡ଼ିଶାର ଦୃଷ୍ଟି ଆକର୍ଷଣ କରୁଥିଲା ତାର ବେହାଲ ଦୃଶ୍ୟ ଅତ୍ୟନ୍ତ କଷ୍ଟକର ଥିଲା।

ବୌଦ୍ଧ ଜିଲ୍ଲା ମହୋତ୍ସବ ଉଦଘାଟନର 12 ଘଣ୍ଟା ନପୁରୁଣୁ ପ୍ରକୃତି ତାର କ୍ରୂର ରୂପରେ ଆତଙ୍କିତ କରିଛି ସବୁକିଛି। ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ମହୋତ୍ସବକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ଉଦଘାଟନ କରିଥିଲେ। ମାତ୍ର କେଇ ଘଣ୍ଟା ପରେ ବର୍ଷା ଯୋଗୁଁ ମହୋତ୍ସବ ପଡିଆ ହୋଇପଡିଥିଲା ଜଳମଗ୍ନ।

ବର୍ଷା ଧୋଇଲା ବୌଦ୍ଧ ମହୋତ୍ସବ

ଚଳିତ ବର୍ଷ ଡିଜିଟାଲ ବ୍ୟବସ୍ଥାକୁ ଗ୍ରହଣ କରାଯାଇଥିବା ବେଳେ ବର୍ଷା ଯୋଗୁଁ ତାହା ବାଧାପ୍ରାପ୍ତ ହୋଇଛି । ବିଶେଷ ଭାବରେ ଏସଏଚଜି ଗ୍ରୁପ ଓ ପୁସ୍ତକ ବ୍ୟବସାୟୀଙ୍କ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଏଥିପାଇଁ ସେମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି । ଆଗକୁ ଯଦି ଆହୁରି ବର୍ଷା ହୁଏ ତେବେ ପରିସ୍ଥିତି କଷ୍ଟକର ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପ୍ରକୃତି ର ତାଣ୍ଡବଲୀଳା ଆଗରେ ହାର ମାନିଲା ଟେକ୍ନୋଲୋଜି ।ବାର ଘଣ୍ଟା ପୂର୍ବରୁ ଯେଉଁ ମଣ୍ଡପ ସାରା ଓଡ଼ିଶାର ଦୃଷ୍ଟି ଆକର୍ଷଣ କରୁଥିଲା ତାର ଦୃଶ୍ୟ ଅତ୍ୟନ୍ତ କଷ୍ଟକର ଥିଲା ।
ବୌଦ୍ଧ ଜିଲ୍ଲା ମହୋତ୍ସବ ଉଦଘାଟନ ର ବାର ଘଣ୍ଟା ନପୁରୁଣୁ ପ୍ରକୃତି ତାର କ୍ରୃର ରୂପରେ ଆତଙ୍କିତ କରିପକାଇଛି ।ଗୁରୁବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ମହୋତ୍ସବ କୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ଉଦଘାଟନ କରିବାର କେଇ ଘଣ୍ଟା ପରେ ବର୍ଷା ଯୋଗୁଁ ମହୋତ୍ସବ ପଡିଆ ପୁରା ଜଳମଗ୍ନ ହୋଇପଡିଥିଲା । ଚଳିତ ବର୍ଷ ଡିଜିଟାଲ ବ୍ୟବସ୍ଥା କୁ ଗ୍ରହଣ କରାଯାଇଥିବା ବେଳେ ବର୍ଷା ଯୋଗୁଁ ତାହା ବାଧାପ୍ରାପ୍ତ ହୋଇଛି ।ବିଶେଷ ଭାବରେ ଏସ ଏଚଜି ଗୃପ ଓ ପୁସ୍ତକ ବ୍ୟବସାୟୀ ମାନଙ୍କ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଜଣାପଡିଛି ।ଏଥିପାଇଁ ସେମାନେ ବିଶେଷ କ୍ଷତି ଗ୍ରସ୍ତ ହୋଇଥିବା କହିଛନ୍ତି ।ଆଗକୁ ଯଦି ଆହୁରି ବର୍ଷା ହୁଏ ତେବେ ପରିସ୍ଥିତି କଷ୍ଟକର ହେବା ସମ୍ଭାବନା ରହିଛି ।

Body:ବର୍ଷା ଯୋଗୁଁ ବୌଦ୍ଧ ମହୋତ୍ସବ ପଡିଆ କ୍ଷତି ଗ୍ରସ୍ତ ।

Conclusion:ବାଇଟ-୧-ରେଣୁବାଳା ଦାସ,ସାଲେପୁର
ବାଇଟ-୨-ମୀନକେତନ ମହାନ୍ତି, ପ୍ରକାଶକ,କଟକ
ବାଇଟ-୩-ଗିତାଞ୍ଜଳୀ ଜେନା,ବାଲେଶ୍ଵର
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.