ETV Bharat / state

ଭଦ୍ରକ ମଦମୃତ୍ୟୁ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି ନେଇ ବିଜେପିର ଗଣଧାରଣା - chandabali

ଚାନ୍ଦବାଲି ଏବଂ ତିହିଡି ମଦମୃତ୍ୟୁ ଘଟଣା ନେଇ ଗଣଧାରଣା ଏବଂ ପ୍ରତିବାଦ ସଭା କରୁଛି ବେଜେପି । ମଦମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ମାନଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ପ୍ରଶ୍ନ ଉଠାଯାଉଛି ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : May 14, 2019, 11:08 PM IST

ଭଦ୍ରକ: ଚାନ୍ଦବାଲି ଏବଂ ତିହିଡି ମଦମୃତ୍ୟୁ ଘଟଣା ନେଇ ଗଣଧାରଣା ଏବଂ ପ୍ରତିବାଦ ସଭା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପିରହାଟଠାରେ ବିଜେପି ପକ୍ଷରୁ ଏହି ପ୍ରତିବାଦ ସଭା କରାଯାଇଛି । ମଦମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ମାନଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ପ୍ରଶ୍ନ ଉଠାଯାଉଛି ବିଜେପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ମଦମୃତ୍ୟୁ ଘଟଣା ଘଟିବାର 17 ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ । ଏଥିସହ ଚାନ୍ଦବାଲି ବିଧାୟକଙ୍କର ଏହି ଘଟଣାରେ ସମ୍ପୃକ୍ତି ଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଉଛି । ସେପଟେ ଅଭିଯୁକ୍ତଙ୍କ ଗିରଫଦାରି ଦାବି କରିଛି ଦଳ । ଏହି ମଦମୃତ୍ୟୁ ଘଟଣାରେ ପୀଡିତ ମାନେ କାହିଁକି ଅଦ୍ୟାବଧି କ୍ଷତିପୂରଣ ପାଇନାହାଁନ୍ତି ବୋଲି ବିଜେପି ପକ୍ଷରୁ ପ୍ରଶ୍ନ ଉଠାଯାଇଛି ।

ତେଣୁ ଅବିଳମ୍ବେ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଏନେଇ ଯଦି ବିହୀତ ତଥା ଦୃଢ ଏବଂ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ, ତେବେ ବିଜେପି ପକ୍ଷରୁ ଭଦ୍ରକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଭଦ୍ରକରୁ ଦେବାଶୀଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.