ETV Bharat / state

ଗ୍ୟାସ ଟାଙ୍କିରୁ ନିଆଁ, 3 ବଖରା ଘର ଭସ୍ମିଭୂତ

author img

By

Published : Jul 11, 2020, 2:09 AM IST

ଶୁକ୍ରବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ତେନ୍ତୁଳିଡିହି ପଞ୍ଚାୟତର ଆମ୍ବୁଲା ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ । ଗ୍ୟାସ ଟାଙ୍କିରୁ ନିଆଁ ଲାଗି ଜଳିଗଲା 3 ବଖରା ଘର। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ।

Fire from gas tank
Fire from gas tank

ଭଦ୍ରକ: ଗ୍ୟାସ ଟାଙ୍କିରୁ ନିଆଁ ଲାଗି ଜଳିଗଲା 3 ବଖରା ଘର। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ଖବର ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ତେନ୍ତୁଳିଡିହି ପଞ୍ଚାୟତର ଆମ୍ବୁଲା ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ ।

ଗ୍ୟାସ ଟାଙ୍କିରୁ ନିଆଁ, 3 ବଖରା ଘର ଭସ୍ମିଭୂତ

ଆମ୍ବୁଲା ଗାଁର ମାଧବ ଭୂୟାଁଁ, ବାବାଜି ଭୂୟାଁ ଓ ତୁଳସୀ ଭୂୟାଁଙ୍କର 3 ବଖରା ଘର ସମ୍ପୂର୍ଣ୍ଣ ଜଳି ଭସ୍ମିଭୂତ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଯାଇଛି। ତେବେ ନିଆଁର ପ୍ରକୋପ ଏମିତି ଥିଲା ଯେ ଚାନ୍ଦବାଲି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ନିଆଁର ଆଁରେ ସବୁକିଛି ଜଳିପୋଡି ପାଉଁଶ ହୋଇଯାଇଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.