ETV Bharat / state

ବରଗଡ କ୍ୟାନସର ହସ୍ପିଟାଲକୁ ଗ୍ରୀନ ସିଗନାଲ୍, ଖର୍ଚ୍ଚହେବ 10 କୋଟି

author img

By

Published : Apr 16, 2021, 11:01 PM IST

ବରଗଡରେ କ୍ୟାନସର ହସ୍ପିଟାଲକୁ ମିଳିଲା ମଞ୍ଜୁରୀ । ଅଧିକ ପଢନ୍ତୁ...

ବରଗଡ କ୍ୟାନସର ହସ୍ପିଟାଲରେ ବାଜିଲା ମୋହର, ଖର୍ଚ୍ଚହେବ 10 କୋଟି

ଭୁବନେଶ୍ବର: ପୁରା ହେବାକୁ ଯାଉଛି ବରଗଡବାସୀଙ୍କ ସ୍ବପ୍ନ । ବରଗଡରେ କ୍ୟାନସର ହସ୍ପିଟାଲକୁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ । ଏନେଇ ଖର୍ଚ୍ଚ ହେବ 10 କୋଟି 49 ଲକ୍ଷ 21 ହଜାର ଟଙ୍କା । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହସ୍ପିଟାଲ ନିର୍ମାଣକୁ ଅନୁମୋଦନ ଦେଇଛି । ଏନେଇ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ବିଧାୟକ ଦେବେଶ ଆଚାର୍ଯ୍ୟ ଟ୍ବିଟ
ବିଧାୟକ ଦେବେଶ ଆଚାର୍ଯ୍ୟ ଟ୍ବିଟ

ଦୀର୍ଘ ଦିନରୁ ବରଗଡରେ କ୍ୟାନସର ହସ୍ପିଟାଲ ନିର୍ମାଣ କରିବାକୁ ଦାବି ହୋଇଆସୁଥିଲା ।

ଭୁବନେଶ୍ବରରୁ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.