ETV Bharat / state

ପୁଅର ଅମାନୁଷିକ କାଣ୍ଡ, ପିଟିପିଟି ଭାଙ୍ଗିଦେଲା ମା’ର ଅଣ୍ଟା

ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ନାରାୟଣପୁର ଗ୍ରାମରେ ପାରିବାରିକ କଳହର କରୁଣ ପରିଣତି । ପୁଅ ଭୁଲିଗଲା ମାର ସ୍ନେହ । କ୍ଷଣିକ କ୍ରୋଧରେ ବଶବର୍ତ୍ତୀ ହୋଇ ପୁଅ ପିଟିପିଟି ମା ର ଅଣ୍ଟା ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି ।ଅଧିକ ପଢନ୍ତୁ...

son-beat-mother-heavely-injured-in-balasor
ପୁଅର ଅମାନୁଷିକ କାଣ୍ଡ, ପିଟିପିଟି ଭାଙ୍ଗିଦେଲା ମା ର ଅଣ୍ଟା
author img

By

Published : May 31, 2020, 10:17 PM IST

ବାଲେଶ୍ବର: ପାରିବାରିକ କଳହର କରୁଣ ପରିଣତି । ପୁଅ ଭୁଲିଗଲା ମାର ସ୍ନେହ । କ୍ଷଣିକ କ୍ରୋଧରେ ବଶବର୍ତ୍ତୀ ହୋଇ ପୁଅ ପିଟିପିଟି ମା’ ର ଅଣ୍ଟା ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ନାରାୟଣପୁର ଗ୍ରାମରେ ।

ପୁଅର ଅମାନୁଷିକ କାଣ୍ଡ, ପିଟିପିଟି ଭାଙ୍ଗିଦେଲା ମା ର ଅଣ୍ଟା

ସୂଚନା ଅନୁସାରେ ଗ୍ରାମର କାର୍ତ୍ତିକ ଚନ୍ଦ୍ର ସାମନ୍ତରାୟ ପାରିବାରିକ କଳହକୁ କେନ୍ଦ୍ର କରି ପିଟିପିଟି ମାର ଅଣ୍ଟା ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ମା କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଏନେଇ ବାଲିଆପାଳ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.