ETV Bharat / state

ପ୍ରତାପଙ୍କୁ ଫୋନ କଲ ପରେ ସେଲିବ୍ରେସନ ମୁଡରେ ବାଲେଶ୍ବରବାସୀ

ପିଏମଓରୁ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଫୋନ କଲ ଆସିବା ପରେ ଉତ୍ସବମୁଖର ହୋଇଉଠିଛି ବାଲେଶ୍ବର ସହର । ଆଉ ସାଧାରଣଲୋକଙ୍କ ସେଲିବ୍ରେସନରେ ସାମିଲ ହୋଇଥିଲା ଇଟିଭି ଭାରତ ।

author img

By

Published : May 30, 2019, 8:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇପାରନ୍ତି ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ପାଇଁ ପିଏମଓରୁ ଫୋନ କଲ ଆସିବା ପରେ ଉତ୍ସବମୁଖର ହୋଇଉଠିଛି ବାଲେଶ୍ବର ସହର । ପ୍ରତାପଙ୍କ ସମର୍ଥକମାନେ ବାଣ ଫୁଟାଇ, ମିଠା ବାଣ୍ଟି ସେଲିବ୍ରେସନ କରିବା ଆରମ୍ଭ କରି ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଚଳିତ ଥର ପ୍ରଥମ ଥର ବାଲେଶ୍ବରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ସାଂସଦ ହେବା ପରେ ତାଙ୍କୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ଜୋରଦାର ଚର୍ଚ୍ଚା ଚାଲିଛି । ଜଣେ ସାଂସଦ ହୋଇବି ନିରାଡମ୍ବର ଜୀବନଯାପନ ଶୈଳୀ ପାଇଁ ଜାତୀୟ ଗଣମାଧ୍ୟମରେ ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା କରାଯାଇଛି ।

ତେବେ ବାଲେଶ୍ବରବାସୀଙ୍କ ସେଲିବ୍ରେସନରେ ସାମିଲ ହୋଇଥିଲେ ଆମ ଇଟିଭି ଭାରତ ଟିମ୍ । ସାଧାରଣଲୋକଙ୍କ ସହ କରିଥିଲେ ବିସ୍ତୃତ ଆଲୋଚନା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.