ETV Bharat / state

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ଜିଲ୍ଲା କଂଗ୍ରେସର ବିରୋଧ

author img

By

Published : Feb 28, 2020, 9:22 PM IST

ବଲାଙ୍ଗୀରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତକୁ ବିରୋଧ କରିଛି ବଲାଙ୍ଗୀର ନଗର କଂଗ୍ରେସ । ଶୁକ୍ରବାର ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Amit saha gastaku birodh balangir congress
ଅମିତ ଶାହଙ୍କ ଓଡିଶା ଗସ୍ତକୁ ବିରୋଧ କରିଛି ବଲାଙ୍ଗୀର ନଗର କଂଗ୍ରେସ

ବଲାଙ୍ଗୀର: ଜିଲ୍ଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତକୁ ବିରୋଧ କରିଛି ବଲାଙ୍ଗୀର ନଗର କଂଗ୍ରେସ । ଶୁକ୍ରବାର ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଦିଲ୍ଲୀରେ ଘଟିଥିବା ହିଂସା ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଦାୟୀ କରି ସେମାନଙ୍କର କୁଶପୁତ୍ତଳିକାକୁ ମଧ୍ୟ ଦାହ କରିଛନ୍ତି । ଖାଲି ସେତିକି ନୁହେଁ, ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦାନ ପାଇଁ ଅମିତ ଶାହଙ୍କ ଓଡିଶା ଗସ୍ତକୁ ଜୋରଦାର ବିରୋଧ କରିଛନ୍ତି ଜିଲ୍ଲା କଂଗ୍ରେସ ।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.