ETV Bharat / sports

ବର୍ଷର ପ୍ରଥମ ସ୍ବର୍ଣ୍ଣ ଜିତିଲେ କୁସ୍ତିଯୋଦ୍ଧା ବିନେଶ ଫୋଗାଟ - Rome Ranking Series news

ଷ୍ଟାର କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି । ବର୍ଷ ଆରମ୍ଭରୁ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ଏହି ଭାରତୀୟ କୁସ୍ତିରାଣୀ । ଅଧିକ ପଢନ୍ତୁ...

Vinesh Phogat clinches gold
କୁସ୍ତିଯୋଦ୍ଧା ବିନେଶ ଫୋଗାଟ
author img

By

Published : Jan 18, 2020, 12:06 PM IST

ହାଇଦ୍ରାବାଦ: ଷ୍ଟାର କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି । ବର୍ଷ ଆରମ୍ଭରୁ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ଏହି ଭାରତୀୟ କୁସ୍ତିରାଣୀ । ରୋମ ରାକିଂ ସିରିଜରେ 53 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ବିନେଶ ଫୋଗାଟ ।

ବିନେଶ 2ଚାଇନା କୁସ୍ତିଯୋଦ୍ଧା ଲୁଇସା ଭାଲଭେରଡଙ୍କୁ 4-0ରେ ହରାଇ ଏହି ସଫଳତା ହାସଲ କରିଛନ୍ତି ।

Phogat clinches gold
ବିନେଶ ଫୋଗାଟ ବିଜୟୀ

ଅନ୍ୟତମ ଭାରତୀୟ ଯୁବ କୁସ୍ତିଯୋଦ୍ଧା ଅଂଶୁ ମଲ୍ଲିକ 57 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଅଂଶୁ ନାଇଜେରିଆର ଓଦୁନାୟୋ ଏଦେକୁରୟଙ୍କୁ ଠାରୁ ପରାସ୍ତ ହୋଇଛନ୍ତି ।

Intro:Body:

fefe

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.