ETV Bharat / sports

ସୁଟିଂରେ ମହିଳାଙ୍କ ରାଜ: ଭାରତକୁ 12ତମ ଅଲମ୍ପିକ କୋଟା

14ତମ ଏସିଆନ ଚମ୍ପିଆନସିପର ମହିଳା 50 ମିଟର ରାଇଫଲ ଫାଇନାଲ ଇଭେଣ୍ଟରେ ପ୍ରବେଶ କରି ତେଜସ୍ୱିନୀ ସାୱନ୍ତ 2020 ଟୋକିଓ ଟିକେଟ ହାସଲ କରିଛନ୍ତି ।

ତେଜସ୍ୱିନୀ ସାୱନ୍ତ
author img

By

Published : Nov 9, 2019, 9:29 PM IST

ଦୋହା: ଭାରତକୁ ପୁଣି ମିଳିଛି ଆଉ ଏକ ଅଲମ୍ପିକ କୋଟା । ଏହି ଯୋଗ୍ୟତା ହାସଲ କରିବାରେ କମାଲ କରି ଚାଲିଛନ୍ତି ଭାରତୀୟ ମହିଳା ଖେଳାଳି । ଦୋହାରେ ଚାଲିଥିବା 14ତମ ଏସିଆନ ଚମ୍ପିଆନସିପର ମହିଳା 50 ମିଟର ରାଇଫଲ ଫାଇନାଲ ଇଭେଣ୍ଟରରେ ପ୍ରବେଶ କରି ତେଜସ୍ୱିନୀ ସାୱନ୍ତ 2020 ଟୋକିଓ ଟିକେଟ ହାସଲ କରିଛନ୍ତି । ତେବେ ଏହା ଭାରତ ପାଇଁ 12ତମ ଅଲମ୍ପିକ କୋଟା ହୋଇଛି ।

ପୂର୍ବତନ ବିଶ୍ବ ସୁଟିଂ ଚମ୍ପିଆନ ତେଜସ୍ୱିନୀ କ୍ୱାଲିଫାୟିଂ ରାଉଣ୍ଡରେ ମୋଟ 1171 ପଏଣ୍ଟ ସହ ପଞ୍ଚମ ସ୍ଥାନକୁ ଉଠିଛନ୍ତି । ୨୦୧୦ରେ ତେଜସ୍ୱନୀ ୫୦ ମିଟର ରାଇଫଲ ଇଭେଣ୍ଟରେ ବିଶ୍ୱ ବିଜେତା ହୋଇଥିଲେ ।

Intro:Body:

KAMI

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.