ETV Bharat / sports

ଡୋପ ଟେଷ୍ଟରେ ବିଫଳ ମହିଳା ବକ୍ସର ନୀରାଜ ଫୋଗତ ନିଲମ୍ବିତ

author img

By

Published : Dec 2, 2019, 11:43 PM IST

ଅନ୍ତର୍ଜାତୀୟ ପଦକ ବିଜେତା ଭାରତୀୟ ମହିଳା ବକ୍ସର ନୀରାଜ ଫୋଗତ ଡୋପ ଟେଷ୍ଟରେ ବିଫଳ ହେବା ପରେ ନାଡା ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି ।

ନୀରାଜ ଫୋହାଟ
ନୀରାଜ ଫୋହାଟ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ପଦକ ବିଜେତା ଭାରତୀୟ ମହିଳା ବକ୍ସର ନୀରାଜ ଫୋଗତ ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ନୀରାଜ ରୁଷିଆର ଏକ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ଓ ସମ୍ମାନଜନକ ଷ୍ଟ୍ରାଣ୍ଡଜା ମେମୋରିଆଲ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ବିଜେତା ହୋଇଥିଲେ । ଏଥିସହିତ ଗୌହାଟିରେ ଖେଳାଯାଇଥିବା ଇଣ୍ଡିଆ ଓପନରେ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଥିଲେ ।

2020 ଟୋକିଓ ଅଲମ୍ପିକ୍ସରେ 57 କିଲୋଗ୍ରାମ ବର୍ଗରେ ନୀରାଜଙ୍କ ଠାରୁ ପଦକ ଆଶା ରହିଥିଲା । ତେବେ ଡୋପ ଟେଷ୍ଟରେ ବିଫଳ ହେବାପରେ ତାଙ୍କୁ ନିଲମ୍ବିତ କରାଯାଇଛି । ସେପ୍ଟେମ୍ବର 24ରେ କ୍ବାତାର ଆଣ୍ଟି-ଡୋପିଙ୍ଗ ଲାବରେ ତାଙ୍କର ପରୀକ୍ଷା ହୋଇଥିଲା । ତେବେ ନାଡା ପକ୍ଷରୁ 2015 ଆଣ୍ଟି ଡୋପିଙ୍ଗ ନୀୟମ ଅନୁଯାୟୀ ନୀରାଜଙ୍କୁ ନିଲମ୍ବିତ କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.