ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ହକି ଭାରତୀୟ ହକି ଦଳର ଧମାକାଦାର ପ୍ରଦର୍ଶନ । ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ଭାରତୀୟ ହକି ଦଳ । ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଆଜି ସିଙ୍ଗାପୁର ଓ ଭାରତ ମଧ୍ୟରେ ମୁକାବିଲା ରହିଥିଲା । ଏହି ମ୍ୟାଚରେ ଅଧିପତ୍ୟ ବିସ୍ତାର କରି ବିରାଟ ବିଜୟ ହାସଲ କରିଛି ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ହକି ଦଳ । 16-1 ଗୋଲରେ ସିଙ୍ଗାପୁରକୁ ପରାସ୍ତ କରିଛି । ଏହି ମ୍ୟାଚରେ ଅଧିନାୟକ ହର୍ମନପ୍ରୀତ ସିଂହ 4ଟି ଗୋଲ କରିଥିବାବେଳେ ମନଦୀପ ହ୍ୟାଟ୍ରିକ ଗୋଲ କରିଛନ୍ତି ।
-
GOALS GALORE 😍
— Hockey India (@TheHockeyIndia) September 26, 2023 " class="align-text-top noRightClick twitterSection" data="
1️⃣6️⃣ Goals
9️⃣ Goal scorers
ANOTHER BIG WIN! THAT'S TWO IN TWO!! 🔥🔥
MARCHING ON #TeamIndia 🇮🇳
Next Match
📆 27th Sept 10:15 AM IND vs SGP (Women)
📍Hangzhou, China.
📺 Streaming on Sony LIV and Sony Sports Network.#HockeyIndia #IndiaKaGame #AsianGames… pic.twitter.com/eR2uprVJjK
">GOALS GALORE 😍
— Hockey India (@TheHockeyIndia) September 26, 2023
1️⃣6️⃣ Goals
9️⃣ Goal scorers
ANOTHER BIG WIN! THAT'S TWO IN TWO!! 🔥🔥
MARCHING ON #TeamIndia 🇮🇳
Next Match
📆 27th Sept 10:15 AM IND vs SGP (Women)
📍Hangzhou, China.
📺 Streaming on Sony LIV and Sony Sports Network.#HockeyIndia #IndiaKaGame #AsianGames… pic.twitter.com/eR2uprVJjKGOALS GALORE 😍

ମ୍ୟାଚ୍ରେ ଆରମ୍ଭରୁ ଶେଷ ଯାଏଁ ଆଧିପତ୍ୟ ବିସ୍ତାର କରିଥିବା ଭାରତ । ବ୍ୟାକ୍ ଟୁ ବ୍ୟାକ୍ ଗୋଲ୍ ସ୍କୋର କରିଥିଲେ ହକି ଷ୍ଟାର । ହାଫ୍ ଟାଇମ୍ ସୁଦ୍ଧା 6-0ରେ ଆଗୁଆ ରହିଥିଲା ଭାରତ । ଗୋଟିଏ ପରେ ଗୋଟିଏ ଗୋଲ୍ କରି ଚାଲିଥିଲେ ଭାରତୀୟ ହକି ତାରକା । ଖାତା ଖୋଲିବାକୁ ସୁଯୋଗ ଖୋଜୁଥିବା ସିଙ୍ଗାପୁର ବିଫଳ ହୋଇଥିଲା । ମ୍ୟାଚରେ 12ତମ, 30 ଓ 51ତମ ମିନିଟରେ ମନଦୀପ ସିଂହ 3ଟି ଗୋଲ କରିଥିଲେ । 16ତମ ମିନିଟରେ ଲଳିତ କୁମାର ଗୋଟିଏ ଗୋଲ କରିଥିବା ବେଳେ 22ତମ ମିନିଟରେ ଗୁରଜିତ ସିଂ ଗୋଟିଏ ଗୋଲ କରିଥିଲେ ।
-
GOALS GALORE 😍
— Hockey India (@TheHockeyIndia) September 26, 2023 " class="align-text-top noRightClick twitterSection" data="
1️⃣6️⃣ Goals
9️⃣ Goal scorers
ANOTHER BIG WIN! THAT'S TWO IN TWO!! 🔥🔥
MARCHING ON #TeamIndia 🇮🇳
Next Match
📆 27th Sept 10:15 AM IND vs SGP (Women)
📍Hangzhou, China.
📺 Streaming on Sony LIV and Sony Sports Network.#HockeyIndia #IndiaKaGame #AsianGames… pic.twitter.com/eR2uprVJjK
">GOALS GALORE 😍
— Hockey India (@TheHockeyIndia) September 26, 2023
1️⃣6️⃣ Goals
9️⃣ Goal scorers
ANOTHER BIG WIN! THAT'S TWO IN TWO!! 🔥🔥
MARCHING ON #TeamIndia 🇮🇳
Next Match
📆 27th Sept 10:15 AM IND vs SGP (Women)
📍Hangzhou, China.
📺 Streaming on Sony LIV and Sony Sports Network.#HockeyIndia #IndiaKaGame #AsianGames… pic.twitter.com/eR2uprVJjKGOALS GALORE 😍
— Hockey India (@TheHockeyIndia) September 26, 2023
1️⃣6️⃣ Goals
9️⃣ Goal scorers
ANOTHER BIG WIN! THAT'S TWO IN TWO!! 🔥🔥
MARCHING ON #TeamIndia 🇮🇳
Next Match
📆 27th Sept 10:15 AM IND vs SGP (Women)
📍Hangzhou, China.
📺 Streaming on Sony LIV and Sony Sports Network.#HockeyIndia #IndiaKaGame #AsianGames… pic.twitter.com/eR2uprVJjK
23 ତମ ମିନିଟରେ ବିବେକ ସାଗର ପ୍ରସାଦ ଓ 24, 29, 40 ଓ 42ତମ ମିନିଟରେ ଅଧିନାୟକ ହର୍ମନପ୍ରୀତ ସିଂହ 4ଟି ଗୋଲ୍ ସ୍କୋର୍ କରିଥିଲେ । ସେହିପରି 37ତମ ମିନିଟରେ ମନପ୍ରୀତ ସିଂହ, 38ତମ ମିନିଟରେ ସମଶେର ସିଂହ, 51 ଓ 52 ତମ ମିନିଟରେ ଅଭିଷେକ ଦୁଇଟି ଗୋଲ କରିଥିଲେ । 53 ଓ 55ତମ ମିନିଟରେ ବରୁଣ କୁମାର ଶେଷ ଗୋଲ କରିଥିଲେ । ସିଙ୍ଗାପୁର ଗୋଟିଏ ଗୋଲ ପରିଶୋଧ କରିଥିଲା ।
ଏହା ବି ପଢନ୍ତୁ...Asian Games 2023: ଭାରତୀୟ ହକି ଦଳର ବିଜୟ ଅଭିଯାନ, 16-0ଗୋଲରେ ହାରିଲା ଉଜବେକିସ୍ତାନ
ଭାରତୀୟ ହକି ଦଳ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ପ୍ରଥମ ମ୍ୟାଚରେ ଉଜବେକିସ୍ତାନକୁ ପରାସ୍ତ କରିଥିଲା । ଗୋଲ ପରେ ଗୋଲ ବର୍ଷା କରି ଚାଲିଥିଲା ଭାରତୀୟ ହକି ଦଳ । 16-0 ଗୋଲରେ ଉଜବେକିସ୍ତାନକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିିଥିଲା । ଆସନ୍ତା 28 ତାରିଖରେ ଜାପାନକୁ ଭେଟିବ ଭାରତ ।
ଚୀନର ହଙ୍ଗଝୌରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ତୃତୀୟ ଦିନରେ ଭାରତ 2ଟି ସ୍ବର୍ଣ୍ଣ ପଦକ ସହ 3ଟି ବ୍ରୋଞ୍ଜ ପଦକ ହାସଲ କରିଥିଲା । ଭାରତୀୟ. ମହିଳା କ୍ରିକେଟ ଦଳ ଫାଇନାଲରେ ଶ୍ରୀଲଙ୍କାକୁ 19 ରନରେ ହରାଇ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏଯାବତ ଭାରତ 2ଟି ସ୍ବର୍ଣ୍ଣ, 3ଟି ରୌପ୍ୟ ଓ 6ଟି ବ୍ରୋଞ୍ଜ ପଦକ ସହ 11ଟି ପଦର ପାଇଁ ଷଷ୍ଠ ସ୍ଥାନରେ ରହିଛି । ଏସୀୟ କ୍ରୀଡ଼ାରେ ଆଜି ସୁଟରଙ୍କ ଉପରେ ନଜର ରହିଛି । ସୁଟର ପଦକ ଭେଟି ଦେବା ସମ୍ଭାବନା ଅଧିକ ରହିଛି ।