ETV Bharat / sports

ISL: ଜାମସେଦପୁର ଏଫସିର ନୂଆ କୋଚ ହେଲେ ଓଇନ କୋଏଲ - ଜାମସେଦପୁରର ଫୁଟବଲ

ଇଣ୍ଡିଆନ ସୁପର ଲିଗ (ଆଇଏସଏଲ)ର 2020-21 ସଂସ୍କରଣ ପୂର୍ବରୁ ଜାମସେଦପୁର ଏଫସି ନୂଆ ମୁଖ୍ୟ କୋଚ ନିଯୁକ୍ତ କରିଛି । ଓଇନ କୋଏଲ ଦଳର ନୂତନ କୋଚ ନିଯୁକ୍ତ ହୋଇଛନ୍ତି ।

Jamshedpur FC appoints Owen Coyle as new head coach
ISL: ଜାମସେଦପୁର ଏଫସିର ନୂଆ କୋଚ ହେଲେ ଓଇନ କୋଏଲ
author img

By

Published : Aug 8, 2020, 8:52 PM IST

ଜାମସେଦପୁର: ଇଣ୍ଡିଆନ ସୁପର ଲିଗ (ଆଇଏସଏଲ)ର 2020-21 ସଂସ୍କରଣ ପୂର୍ବରୁ ଜାମସେଦପୁର ଏଫସି ନୂଆ ମୁଖ୍ୟ କୋଚ ନିଯୁକ୍ତ କରିଛି । ଓଇନ କୋଏଲ ଦଳର ନୂତନ କୋଚ ନିଯୁକ୍ତ ହୋଇଛନ୍ତି ।

2019-20 ଆଇଏସଏଲ ସିଜିନରେ କୋଏଲଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପଏଣ୍ଟ ଟେବୁଲର ନିମ୍ନରେ ଥିବା କ୍ଳବକୁ ସେ ଫାଇନାଲ ପର୍ଯ୍ୟନ୍ତ ନେଇଯାଇଥିଲେ । 54 ବର୍ଷୀୟ କୋଏଲ ସର୍ବଦା ଆକ୍ରମଣାତ୍ମକ ଫୁଟବଲରେ ବିଶ୍ବାସ ରଖନ୍ତି ।

ଜାମସେଦପୁରର ଫୁଟବଲରେ ରହିଛି ନିଆରା କୀର୍ତ୍ତୀମାନ । ତୃଣମୃଳ ସ୍ଥରରେ ଫୁଟବଲ ପ୍ରତିଭାଙ୍କୁ ପ୍ରଶିକ୍ଷଣ ପରେ ସୁଯୋଗ ପଇଁ କ୍ଳବର ଖ୍ୟାତି ରହିଛି । ଟାଟା ଫୁଟବଲ ଏକାଡେମୀ ସହ ଅନ୍ୟ ଏକାଡେମୀ ମଧ୍ୟ ଫୁଟବଲ ଅଭ୍ୟାସ ପାଇଁ ଆବଶ୍ୟକୀୟ ଭିତ୍ତିଭୁମି ପ୍ରଦାନ କରିଆସୁଛି । ଏହା କହିଛନ୍ତି କୋଏଲ ।

କୋଏଲ ପୂର୍ବରୁ ଇଂଲିସ ପ୍ରିମିୟର ଲିଗ ବଲଟନ ୱାଣ୍ଡର୍ସ କ୍ଳବର ମ୍ୟାନେଜର ରହିଛନ୍ତି । ତାଙ୍କ ନେତୃତ୍ବରେ ୱାଣ୍ଡର୍ସ ଏଫଏ କପ ସେମିଫାଇାନଲାରେ ସେମିଫାଇନାଲରେ ପହଞ୍ଚିଥିଲା ।

ଜଣ ଅଭିଜ୍ଞ ଓ ଲକ୍ଷ୍ୟ ହାସଲ ପାଇଁ ପ୍ରତିବଦ୍ଧ ସମ୍ପନ୍ନ କୋଚଙ୍କୁ ପାଇ ଜାମସେଦପୁରର ଏଫସି ସକରାତ୍ମକ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛନ୍ତି ଜାମସେଦପୁର ଏଫସିର ଚେୟାରମ୍ୟାନ ଚାଣକ୍ୟ ଚୌଧୁରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.