ଇଣ୍ଡିଆନ ସୁପର ଲିଗ୍: ଫାଇନାଲରେ ଏଟିକେ-ଚେନ୍ନାଇ ଏଫସି ଲଢେଇ - ଏଟିକେ-ଚେନ୍ନାଇ ଏଫସି ଇଣ୍ଡିଆନ ସୁପର ଲିଗ୍ ଫାଇନାଲ
ଇଣ୍ଡିଆନ ସୁପର ଲିଗର୍ ଷଷ୍ଠ ସଂସ୍କରଣ ଫାଇନାଲ ଚିତ୍ର ସ୍ପଷ୍ଟ ହୋଇଛି । ଟାଇଟେଲ ଲଢେଇରେ ଏଟିକେ-ଚେନ୍ନାଇ ଏଫସି ମଧ୍ୟରେ ହେବ ମୁକାବିଲା ।

କୋଲକାତା: ଇଣ୍ଡିଆନ ସୁପର ଲିଗର୍ ଷଷ୍ଠ ସଂସ୍କରଣ ଫାଇନାଲ ଚିତ୍ର ସ୍ପଷ୍ଟ ହୋଇଛି । ଟାଇଟେଲ ଲଢେଇରେ ଏଟିକେ-ଚେନ୍ନାଇ ଏଫସି ମୁହାଁମୁହିଁ ହେବେ ।
-
After going 2⃣ goals down on aggregate, @ATKFC forged a remarkable turnaround to score 3⃣ past @bengalurufc and reach the #HeroISLFinal.
— Indian Super League (@IndSuperLeague) March 8, 2020 " class="align-text-top noRightClick twitterSection" data="
Read our #ATKBFC match report ⬇
#HeroISL #LetsFootballhttps://t.co/auxAybSplW
">After going 2⃣ goals down on aggregate, @ATKFC forged a remarkable turnaround to score 3⃣ past @bengalurufc and reach the #HeroISLFinal.
— Indian Super League (@IndSuperLeague) March 8, 2020
Read our #ATKBFC match report ⬇
#HeroISL #LetsFootballhttps://t.co/auxAybSplWAfter going 2⃣ goals down on aggregate, @ATKFC forged a remarkable turnaround to score 3⃣ past @bengalurufc and reach the #HeroISLFinal.
— Indian Super League (@IndSuperLeague) March 8, 2020
Read our #ATKBFC match report ⬇
#HeroISL #LetsFootballhttps://t.co/auxAybSplW
ବେଙ୍ଗାଲୁରୁ ଏଫସିକୁ 3-2 ଗୋଲରେ ହରାଇ ଏଟିକେ ଫାଇନାଲରେ ପ୍ରବେଶ କରିଛି । ମ୍ୟାଚର ପ୍ରଥମାର୍ଦ୍ଧରେ 0-1ରେ ପଛୁଆ ଥିବା ଏଟିକେ, ମ୍ୟାଚର ଶେଷ ଭାଗରେ ଜୋରଦାର କମବ୍ୟାକ୍ କରିଥିଲା । କଡା ଟକ୍କର ମଧ୍ୟରେ ଶେଷରେ 3-2 ଗୋଲରେ ବାଜିମାରିଥିଲା ଏଟିକେ ।