ETV Bharat / sports

ISL: ଜାମସେଦପୁରକୁ ହରାଇ ପଏଣ୍ଟ ତାଲିକାର ପଞ୍ଚମରେ ନର୍ଥଇଷ୍ଟ ୟୁନାଇଟେଡ - highlanders defeat jamshedpur

ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣରେ ବିଜୟ ଟ୍ରାକ୍‌କୁ ଫେରିଲା ନର୍ଥଇଷ୍ଟ ୟୁନାଇଟେଡ । ଅଧିକ ପଢନ୍ତୁ...

HIGHLANDERS REACHED FIFTH PLACE AFTER DEFEATING JAMSHEDPUR
ISL: ଜାମସେଦପୁରକୁ ହରାଇ ପଏଣ୍ଟ ତାଲିକାର ପଞ୍ଚମରେ ନର୍ଥଇଷ୍ଟ ୟୁନାଇଟେଡ
author img

By

Published : Jan 17, 2021, 9:19 PM IST

ଭାସ୍କୋ(ଗୋଆ): ବିଜୟ ଟ୍ରାକ୍‌କୁ ଫେରିଲା ନର୍ଥଇଷ୍ଟ ୟୁନାଇଟେଡ । ରବିବାର ଭାସ୍କୋର ତିଳନ ମଇଦାନରେ ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣରେ ଜାମସେଦପୁରକୁ 2-1ରେ ହରାଇଛି ।

ନର୍ଥଇଷ୍ଟ ୟୁନାଇଟେଡର ଏହି ବିଜୟରେ ମ୍ୟାଚର 36ତମ ମିନିଟରେ ଆଶୁତୋଷ ମେହତା ଓ ଦସନ ବ୍ରାଉନ ସିନିୟର 61ତମ ମିନିଟରେ ଦ୍ବିତୀୟ ଗୋଲ୍ କରିଥିଲେ । ଜାମସେଦପୁର ପାଇଁ ଏକମାତ୍ର ଗୋଲ୍ 89ତମ ମିନିଟରେ ପିଟର ହର୍ଟଲେ କରିଥିଲେ ।

ନର୍ଥଇଷ୍ଟ ଖେଳିଥିବା ଶେଷ 7ଟି ମ୍ୟାଚ ପରେ ଏହା ପ୍ରଥମ ଓ ଚଳିତ ସିଜିନର ସପ୍ତମ ବିଜୟ । ଏଥିସହ 12 ମ୍ୟାଚରୁ 15 ପଏଣ୍ଟ ସହ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ପହଞ୍ଚିଛି କ୍ଲବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.