ETV Bharat / sports

T20 world Cup: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ଆମନ୍ତ୍ରଣ

author img

By

Published : Oct 26, 2021, 3:18 PM IST

Updated : Oct 26, 2021, 3:30 PM IST

ୱେଷ୍ଟଇଣ୍ଡିଜ ଟିମ ବିପକ୍ଷରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା କ୍ୟାପଟେନ ତେମ୍ବା ବାଭୁମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

T20 world Cup: South Africa opt to bowl against west indies
T20 world Cup: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ଆମନ୍ତ୍ରଣ

ଦୁବାଇ: ଟି-୨୦ ବିଶ୍ବକପର ସୁପର ୧୨ ଗ୍ରୁପ ୧ ରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ରହିଛି । ଟସ୍‌ ଜିତି ଦକ୍ଷିଣ ଆଫ୍ରିକା କ୍ୟାପଟେନ ତେମ୍ବା ବାଭୁମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ କିରଣ ପୋଲାର୍ଡଙ୍କ ନେତୃତାଧୀନ ୱେଷ୍ଟଇଣ୍ଡିଜ ଟିମ ପ୍ରଥମେ ବ୍ୟାଟିଂ କରିବ । ଉଭୟ ଟିମ ସୁପର ୧୨ ପର୍ଯ୍ୟାୟରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିବାରୁ ପ୍ରଥମ ବିଜୟ ସନ୍ଧାନରେ ରହିଛନ୍ତି ।

ଚୂଡାନ୍ତ ଏକାଦଶ:

ଦକ୍ଷିଣ ଆଫ୍ରିକା: ତେମ୍ବା ବାଭୁମା(କ୍ୟାପଟେନ୍‌), ରିଜା ହେଣ୍ଡ୍ରିକ୍ସ, ରସି ଭନ ଡର୍‌ ଡସନ, ଆଡନ ମାର୍କ୍ରମ, ହେନେରିଚ କ୍ଳାସନ(ୱିକେଟ କିପର), ଡେଭିଡ ମିଲର, ଡ୍ବାଇନ ପ୍ରିଟୋରିସ, କେଶବ ମହାରାଜ, କାଗିସୋ ରବାଡା, ଅନରିଚ ନର୍କିଆ, ତାବ୍ରେଜ ସାମସି ।

ୱେଷ୍ଟଇଣ୍ଡିଜ: ଲେଣ୍ଡଲ ସିମନ୍ସ, ଇଭିନ ଲିୱିସ, କ୍ରିସ ଗେଲ୍‌, ସିମ୍ରନ ହେଟମେୟର, ନିକୋଲାସ ପୋରୋନ(ୱିକେଟ କିପର), କିରଣ ପୋଲାର୍ଡ(କ୍ୟାପଟେନ୍‌), ଆଣ୍ଡ୍ରିୟୁ ରସେଲ, ଡ୍ବାଇନ ବ୍ରାଭୋ, ଅକିଲ ହୋସେନ, ହେଡେନ ୱାଲ୍ସ, ରବି ରାମପାଲ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 26, 2021, 3:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.