ETV Bharat / sports

'ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବ ଇଂଲଣ୍ଡ'

author img

By

Published : Feb 4, 2021, 10:01 PM IST

ଏମ. ଏ. ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ବିରାଟ କୋହଲିଙ୍କ ସହ ଟସ୍‌ ସମୟରେ 15ତମ ଇଂଲିସ କ୍ରିକେଟର ଭାବେ 100ତମ ଟେଷ୍ଟ ଖେଳିବେ ।

Watch: Root 'relishing huge challenge' of 4-Test series against India
'ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବ ଇଂଲଣ୍ଡ'

ଚେନ୍ନାଇ: ଭାରତ ବିପକ୍ଷ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିବ ଇଂଲଣ୍ଡ । ଏନେଇ ଗୁରୁବାର ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଦୃଢୋକ୍ତି କରିଛନ୍ତି କ୍ୟାପଟେନ ଜୋ ରୁଟ୍‌ ।

ଜୋ ରୁଟ୍‌

ଶ୍ରୀଲଙ୍କା ବିପକ୍ଷରେ 2-0ରେ ସିରିଜ ବିଜୟ ପରେ ଦଳର ମନୋବଳ ଉଚ୍ଚା ରହିଛି । ଫଳରେ ଭାରତ ବିପକ୍ଷରେ ସମସ୍ତ ଆହ୍ବାନକୁ ସାମ୍ନା କରିବାକୁ ଦଳ ପ୍ରସ୍ତୁତ ବୋଲି କହିଛନ୍ତି ରୁଟ୍‌ ।

ଅଲରାଉଣ୍ଡର ବେନ ଷ୍ଟୋକ୍ସ ଓ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଦଳକୁ ଫେରିବା ପରେ ଇଂଲଣ୍ଡ କ୍ୟାମ୍ପକୁ ଅଧିକ ଶକ୍ତି ମିଳିଛି । ମାତ୍ର ଓପନର ଜାକ କ୍ରାୱଲେ ଆହତ ହୋଇ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ ପଡିବା ଭ୍ରମଣକାରୀ ଦଳ ପାଇଁ ଶକ୍ତ ଧକ୍କା ହୋଇଛି ।

Watch: Root 'relishing huge challenge' of 4-Test series against India
ଜୋ ରୁଟ୍‌

ଏମ. ଏ. ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ବିରାଟ କୋହଲିଙ୍କ ସହ ଟସ୍‌ ସମୟରେ 15ତମ ଇଂଲିସ କ୍ରିକେଟର ଭାବେ 100ତମ ଟେଷ୍ଟ ଖେଳିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.