ETV Bharat / sports

ଆଜି ଦିନର ଖେଳ ସୂଚୀ

author img

By

Published : Aug 17, 2019, 8:39 AM IST

Updated : Aug 17, 2019, 9:16 AM IST

ଆଜି ଖେଳ ଜଗତରେ ଅନେକ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେବ । ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜର ଆଜି ପ୍ରଥମ ଟେଷ୍ଟର 4ର୍ଥ ଦିନ ହୋଇଥିବାବେଳେ ଇଂଲଣ୍ଡ- ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଆଜି 2ୟ ଟେଷ୍ଟ ମ୍ୟାଚର 4ର୍ଥ ଦିନ । ଏଥିସହ ଟୋକିଓ ଅଲମ୍ପିକ ଟେଷ୍ଟ ଇଭେଣ୍ଟରେ ଭାରତୀୟ ମହିଳା ହକି ଦଳ, ଜାପାନ ସହ ମୁହାଁମୁହିଁ ହେବ । ସେହିପରି ପୁରୁଷ ହକି ଦଳ, ମଲେସିଆକୁ ଭେଟିବ ।

ଡିଜାଇନ ଫଟୋ

ଟୋକିଓ ଅଲମ୍ପିକ ଟେଷ୍ଟ ଇଭେଣ୍ଟ

  • ଭାରତ(ମହିଳା) ବନାମ ଜାପାନ(ମହିଳା)-ସକାଳ 8.15
  • ଭାରତ(ପୁରୁଷ) ବନାମ ମଲେସିଆ(ପୁରୁଷ)- ଦିନ 3ଟା

କ୍ରିକେଟ

  • ଶ୍ରୀଲଙ୍କା ବନାମ ନ୍ୟୁଜିଲାଣ୍ଡ(ପ୍ରଥମ ଟେଷ୍ଟ 4ର୍ଥ ଦିନ, ସକାଳ 10:00 )
  • ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ(2ୟ ଟେଷ୍ଟ, 4ର୍ଥ ଦିନ, ଦିନ 3.30)

ପ୍ରୋ କବାଡି ସିଜନ7

  • ତାମିଲ ଥଲାଇଭାସ ବନାମ ବେଙ୍ଗାଲୁର ବୁଲ୍ସ( ସନ୍ଧ୍ୟା 7.30)
  • ବଙ୍ଗାଲ ଓ୍ବାରିୟର୍ସ ବନାମ ଦବଙ୍ଗ ଦିଲ୍ଲୀ (ରାତି 8.30 )

Intro:Body:

BLANK FOR LINK 

Conclusion:
Last Updated : Aug 17, 2019, 9:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.