ETV Bharat / sports

ଗାଙ୍ଗୁଲିଙ୍କ କୋଭିଡ-19 ରିପୋର୍ଟ ନେଗେଟିଭ

ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ କୋଭିଡ-19 ରିପୋର୍ଟ ନେଗେଟିଭ । ଅଧିକ ପଢନ୍ତୁ...

sourav Ganguly covid-19 test negative
ଗାଙ୍ଗୁଲିଙ୍କ କୋଭିଡ-19 ରିପୋର୍ଟ ନେଗେଟିଭ
author img

By

Published : Jan 3, 2021, 10:38 PM IST

କୋଲକାତା: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ କୋଭିଡ-19 ରିପୋର୍ଟ ନେଗେଟିଭ ରହିଛି । ଏଥିସହ ଜ୍ବର ନଥିବା ମଧ୍ୟ ରବିବାର ସ୍ପଷ୍ଟ କରିଛନ୍ତି ଚିକିତ୍ସା କରୁଥିବା ଡାକ୍ତରୀ ଟିମ ।

ଶନିବାର ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ, କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରୀ ଟିମଙ୍କ ସୂଚନା ଅନୁଯାୟୀ, ଶନିବାର ରାତିରରେ ଗାଙ୍ଗୁଲି ଠିକ୍ ରେ ଶୋଇଥିଲେ । ସକାଳେ ଜଳଖିଆ ଓ ଚା ମଧ୍ୟ ପିଇଛନ୍ତି । ସକାଳ 10.00ଟାରେ କରାଯାଇଥିବା ECG ରିପୋର୍ଟ ସନ୍ତୋଷଜନକ ରହିଛି ।

ତେବେ ଦାଦାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ସୋମବାର ଅଧିକ ତଥ୍ୟ ଦେବାନେଇ ମେଡିକାଲ ଟିମ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.