ଆବୁଧାବି: କୋଲକାତା ନାଇଟ ରାଇଡର୍ସ ପ୍ରଥମ ମ୍ୟାଚ ମୁମ୍ବାଇ ବିପକ୍ଷରେ ପରାସ୍ତ ହେବା ପରେ ସନରାଇଜର୍ସ ହାଇଦ୍ରବାଦ ବିପକ୍ଷରେ 2ୟ ମ୍ୟାଚ ଜିଣିଛି । ଆବୁଧାବିରେ ହାଇଦ୍ରବାଦକୁ 7 ଓ୍ବିକେଟରେ ପରାସ୍ତ କରିବା ପରେ କେକେଆରର ମାଲିକ ଶାହରୁଖ ଖାନ ଟ୍ବିଟ କରି ଟିମକୁ ଉତ୍ସାହିତ କରିଛନ୍ତି ।
-
Was happy that all the kids in the team got a good match and ended up on the winning side. @RealShubmanGill @NitishRana_27 @ShivamMavi23 #Nagarkoti ( be healthy) welcome #Varun and the big guys of @KKRiders u r awesome for looking after them.
— Shah Rukh Khan (@iamsrk) September 26, 2020 " class="align-text-top noRightClick twitterSection" data="
">Was happy that all the kids in the team got a good match and ended up on the winning side. @RealShubmanGill @NitishRana_27 @ShivamMavi23 #Nagarkoti ( be healthy) welcome #Varun and the big guys of @KKRiders u r awesome for looking after them.
— Shah Rukh Khan (@iamsrk) September 26, 2020Was happy that all the kids in the team got a good match and ended up on the winning side. @RealShubmanGill @NitishRana_27 @ShivamMavi23 #Nagarkoti ( be healthy) welcome #Varun and the big guys of @KKRiders u r awesome for looking after them.
— Shah Rukh Khan (@iamsrk) September 26, 2020
ଶାହରୁଖ ଖାନ ଟ୍ବିଟରେ ଲେଖିଛନ୍ତି, ଟିମର ସମସ୍ତ ଯୁବ ଖେଳାଳି ଭଲ ମ୍ୟାଚ ଖେଳିଲେ ଓ ଜିତିଲେ ବି । ଶୁଭମନ ଗିଲ, ନିତିଶ ରଣା, ଶିଭମ ମାଭି, ନାଗରକୋଟିଙ୍କୁ ସ୍ବାଗତ ଓ ବରୁଣଙ୍କ ସମେତ ଅନ୍ୟ ସିନିୟର ଖେଳିଳା ବି ସାନଦାର ପ୍ରଦର୍ଶନ କରିଛ ।
କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁକାବିଲାରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ତେବେ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ ଦଳ 142 ରନ ସଂଗ୍ରହ କରିଥିଲା । ତେବେ 143 ରନର ବିଜୟଲକ୍ଷ୍ୟ ନେଇ କୋଲକାତା ନାଇଟ ରାଇଡର୍ସ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ଶୁଭମନ ଗିଲଙ୍କ 70*(62ରନ୍)ର ଅର୍ଦ୍ଧଶତକ ପାଳି ବଳରେ 18ଓଭରରେ ମାତ୍ର 3 ଓ୍ବିକେଟ ବିନିମୟରେ 145ରନ୍ ସଂଗ୍ରହ କରି କୋଲକାତା ମ୍ୟାଚକୁ ନିଜ ନାଁରେ କରିଥିଲା ।