ETV Bharat / sports

ଭାରତ-ଅଷ୍ଟ୍ରେଲିଆ: ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ନେଇ ଆଶାବାଦୀ ବ୍ରେଟ ଲି - ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ

ଅଷ୍ଟ୍ରେଲିଆ ବିପକ୍ଷରେ 4 ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଖେଳିବା ନେଇ ସୂଚୀ ରହିଛି । ଏହି ସିରିଜରେ ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ନେଇ ଆଶାବାଦୀ ଥିବା କହିଛନ୍ତି, ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବ୍ରେଟ୍ ଲି ।

Really hope spectators are allowed for India-Australia series: Brett lee
ଭାରତ ବନାମ ଅଷ୍ଟ୍ରେଲିଆ: ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ନେଇ ଆଶାବାଦୀ ବ୍ରେଟ ଲି
author img

By

Published : Jun 9, 2020, 4:02 PM IST

ମେଲବୋର୍ଣ୍ଣ: ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ ଟିମ ଅଷ୍ଟ୍ରେଲିଆ ଗସ୍ତ କରିବ । ଅଷ୍ଟ୍ରେଲିଆ ବିପକ୍ଷରେ 4 ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଖେଳିବା ନେଇ ସୂଚୀ ରହିଛି ।

ତେବେ ଏହି ସିରିଜରେ ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ନେଇ ଆଶାବାଦୀ ଥିବା କହିଛନ୍ତି, ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବ୍ରେଟ୍ ଲି । ସିରିଜର ପ୍ରଥମ ମ୍ୟାଚ ବ୍ରିସବେନରେ ଡିସେମ୍ବର 3ରେ ଖେଳାଯିବ । ତେବେ ସେତେବେଳକୁ ସ୍ଥିତିରେ ସୁଦ୍ଧାର ଆସିଥିବ ଓ ସବୁକିଛି ସ୍ବାଭାବିକ ହେବାନେଇ ଆଶାବାଦୀ ଅଛନ୍ତି ଭେଟେରାନ ବ୍ରେଟ ଲି ।

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ, ବର୍ତ୍ତମାନ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟ ସ୍ଥଗିତ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.