ETV Bharat / sports

'ଖେଳରତ୍ନ ପୁରସ୍କାର ପାଇଁ ମୁଁ ଯୋଗ୍ୟ ନୁହେଁ' - Punjab goverment withdraw Harbhajan name

ପଞ୍ଜାବ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ସ୍ପିନର ହରଭଜନ ସିଂହ । ଖେଳରତ୍ନ ତାଲିକାରୁ ହରଭଜନଙ୍କ ନାମ ବାଦ ଦେବାକୁ ବିଚାର କରିଛି ପଞ୍ଜାବ ସରକାର । ଆୱାର୍ଡ ପାଇଁ 'ଯୋଗ୍ୟ' ନୁହଁନ୍ତି ବୋଲି ହରଭଜନ ସ୍ପଷ୍ଟ କରିଛନ୍ତି ।

Punjab goverment right to withdraw my name, i'm not eligible for Khel Ratna: Harbhajan Singh
ଖେଳରତ୍ନ ଆୱାର୍ଡ: ପଞ୍ଜାବ ସରକାରଙ୍କ ନିଷ୍ପତିକୁ ହରଭଜନଙ୍କ ସମର୍ଥନ
author img

By

Published : Jul 18, 2020, 7:47 PM IST

ନୂଆଦିଲ୍ଲୀ: ପଞ୍ଜାବ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ସ୍ପିନର ହରଭଜନ ସିଂହ । ଖେଳରତ୍ନ ତାଲିକାରୁ ହରଭଜନଙ୍କ ନାମ ବାଦ ଦେବାକୁ ବିଚାର କରିଛି ପଞ୍ଜାବ ସରକାର । ଆୱାର୍ଡ ପାଇଁ 'ଯୋଗ୍ୟ' ନୁହଁନ୍ତି ବୋଲି ହରଭଜନ ସ୍ପଷ୍ଟ କରିଛନ୍ତି ।

Punjab goverment right to withdraw my name, i'm not eligible for Khel Ratna: Harbhajan Singh
ହରଭଜନ ସିଂହ

ଜଣେ ଆଥଲେଟଙ୍କ ଶେଷ 3 ବର୍ଷର ପ୍ରଦର୍ଶନ ଆଧାରରେ ଏହି ଆୱାର୍ଡ ମିଳିବାର ନିୟମ ରହିଛି । ଗତ 3ବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିନାହାନ୍ତି ବୋଲି ହରଭଜନ କହିଛନ୍ତି । ସେଥିପାଇଁ ପଞ୍ଜାବ ସରକାରଙ୍କ ଉଚିତ ନିଷ୍ପତ୍ତି ନେଇଛନ୍ତି ବୋଲି ହରଭଜନ ଟ୍ବିଟ ଯୋଗେଁ ସ୍ପଷ୍ଟ କରିଛନ୍ତି । ପଞ୍ଜାବ ସରକାର ହରଭଜନଙ୍କ ନାମ ଆୱାର୍ଡ ତାଲିକାରୁ ପ୍ରତ୍ୟାହାର କରିବା ନେଇ ଚର୍ଚ୍ଚା ହୋଇଥିଲା । ସରକାରଙ୍କ କୌଣସି ଭୁଲ ନଥିବା ଭଜି କହିବା ସହ, ଟ୍ବିଟ ଯୋଗେ ଅନ୍ୟ ପ୍ରଚାର ନ କରିବାକୁ ଅପିଲ କରିଛନ୍ତି । 40 ବର୍ଷୀୟ ହରଭଜନ ଶେଷ ଥର ପାଇଁ 2016ରେ ଟିମ ଇଣ୍ଡିଆ ପକ୍ଷରୁ ଖେଳିଥିଲେ ।

ହରଭଜନ ଭାରତ ପାଇଁ 103ଟି ଟେଷ୍ଟ, 136 ଦିନିକିଆ ଓ 28ଟି ଟି-20 ମ୍ୟାଚ ଖେଳିଛନ୍ତି । ଟେଷ୍ଟ କ୍ରିକେଟରେ ଭଜିଙ୍କ ନାମରେ 417 ୱିକେଟ ରହିଛି । 2019ରେ ହରଭଜନଙ୍କ ନାମ ଖେଳରତ୍ନ ଆୱାର୍ଡ ପାଇଁ ମନୋନୀତ ହୋଇଥିଲା । ମାତ୍ର ବିଳମ୍ବରେ ଆବେଦନ ଯୋଗୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.