ETV Bharat / sports

'ମୁଁ ଜାଣିନି ରୋହିତ କ'ଣ ପାଇଁ ଅଷ୍ଟ୍ରେଲିଆ ଆସିଲେ ନାହିଁ '

author img

By

Published : Nov 27, 2020, 12:33 PM IST

ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଦିନ ରୋହିତ ଶର୍ମାଙ୍କ ଆଘାତକୁ ନେଇ ଅସ୍ପଷ୍ଟ ଥିବା କହିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

'ମୁଁ ଜାଣିନି ରୋହିତ କ'ଣ ପାଇଁ ଅଷ୍ଟ୍ରେଲିଆ ଆସିଲେ ନାହିଁ '
'ମୁଁ ଜାଣିନି ରୋହିତ କ'ଣ ପାଇଁ ଅଷ୍ଟ୍ରେଲିଆ ଆସିଲେ ନାହିଁ '

ସିଡନୀ: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଦିନ ରୋହିତ ଶର୍ମାଙ୍କ ଆଘାତକୁ ନେଇ ଅସ୍ପଷ୍ଟ ଥିବା କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ରୋହିତ ବାକି ଟିମ ସଦସ୍ୟଙ୍କ ସହ କ'ଣ ପାଇଁ ଅଷ୍ଟ୍ରେଲିଆ ଆସିଲେ ନାହିଁ ,ତାହା ଜଣା ନାହିଁ ।

ଆଜି ଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଆରମ୍ଭ ହେବ । ସିରିଜ ଆରମ୍ଭ ପୂର୍ବରୁ ମିଡିଆ ପ୍ରଶ୍ନର ଉତ୍ତର ରଖି ସେ କହିଛନତି, ଦଳ ଚୟନ ବୈଠକ ପୂର୍ବରୁ ଆମକୁ ଇମେଲ ଆସିଥିଲା , ସେଥିରେ ଉଲ୍ଲେଖ ଥିଲା ରୋହିତ ଅନୁପସ୍ଥିତ ରହିବେ । ସେ ଆହତ ଅଛନ୍ତି ।

ଏଥିସହ ଆହୁରି ମଧ୍ୟ କୋହଲି କହିଛନ୍ତି ଯେ, ଆମେମାନେ ଭାବିଥିଲୁ ଆମ ସହିତ ଅଷ୍ଟ୍ରେଲିଆ ଗସ୍ତ କରିବେ କିନ୍ତୁ ସେ ନଥିଲେ । କୌଣସି ସୂଚନା ଆମ ନିକଟରେ ନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.