ETV Bharat / sports

କ୍ରମାଗତ ଭାବେ 2ୟ ପରାଜୟ ପରେ ନିରାଶ ହେଲେ କ୍ବିଓ୍ବି ଅଧିନାୟକ - kane williamson credits indian bowlers

ରବିବାର ଦିନ କ୍ବିଓ୍ବି ଦଳକୁ ଭାରତ 7 ଓ୍ବିକେଟରେ ପରାସ୍ତ କରିଛି । ଏହାପରେ କ୍ବିଓ୍ବି ଅଧିନାୟକ ଭାରତୀୟ ବୋଲରଙ୍କ ପ୍ରଶଂସା କରିବା ସହ ତାଙ୍କ ଟିମକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡିବ ବୋଲି କହିଛନ୍ତି ।

NZ vs IND
NZ vs IND
author img

By

Published : Jan 27, 2020, 6:35 AM IST

ଅକଲାଣ୍ଡ: ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର 2ୟ ପରାଜୟ ପରେ କ୍ବିଓ୍ବିଦଳର ଅଧିନାୟକ କେନ ଓ୍ବିଲିୟମସନ କହିଛନ୍ତି ୟେ ଭାରତ ବିପକ୍ଷରେ ଭଲ ବ୍ୟାଟିଂ କରିବାକୁ ପଡିବ । ରବିବାର ଦିନ କ୍ବିଓ୍ବି ଦଳକୁ ଭାରତ 7 ଓ୍ବିକେଟରେ ପରାସ୍ତ କରିଛି ।

ମ୍ୟାଚ ପରେ କେନ୍‌ କହିଛନ୍ତି ଯେ, ଏହା ଏକ ଖରାପ ଦିନ ଥିଲା । ପ୍ରଥମ ମ୍ୟାଚ ଠାରୁ ପିଚ୍‌ ଟିକେ ଅଲଗା ଥିଲା । ଏକ ପ୍ରତିଯୋଗୀତା ମୂଳକ ସ୍କୋର ପାଇଂ ଆମକୁ ଆହୁରି 15-20ରନ୍‌ କରିବାର ଥିଲା । କିନ୍ତୁ ଭାରତୀୟ ବୋଲର ଓ ଟିମ ବହୁତ ଭଲ ପ୍ରଦର୍ଶନ କଲେ । ଆମକୁ ସମସ୍ତ ବିଭାଗରେ ପଛରେ ପକାଇଦେଲେ ।

kane williamson
ନ୍ୟୁଜିଲାଣ୍ଡ ବନାମ ଭାରତ

ଆହୁରି ମଧ୍ୟ ନ୍ୟୁଜିଲାଣ୍ଡ ଅଧିନାୟକ କହିଛନ୍ତି ଯେ, ଆମ ପାଖରେ ଛୋଟ ଗ୍ରାଉଣ୍ଡ ଓ 130 ରନ ଥିଲା । ଆମକୁ ଶୀଘ୍ର ଓ୍ବିକେଟ ନେବାର ଦରକାର ଥିଲା । କିନ୍ତୁ ଭାରତୀୟ ଖେଳାଳି ନିଜର ଅନୁଭବର ଲାଭ ଉଠେଇ ମ୍ୟାଚକୁ ନିଜ ନାଁରେ କରିଦେଲେ । ଆମକୁ ଆଉ ଟିକେ ଭଲ ବ୍ୟାଟିଂ କରିବାକୁ ପଡିବ । ପରବର୍ତ୍ତୀ ମ୍ୟାଚରେ ଆହୁର ଭଲ ପ୍ରଦର୍ଶନ କରିବାକୁ ପଡିବ ।

ସୂଚନାଥାଉକି, 2ଦଳ ମଧ୍ୟରେ ବୁଧବାର ଦିନ ହେମିଲଟନ୍‌ ଠାରେ 3ୟ ମ୍ୟାଚ ଖେଳାଯିବ । ଭାରତ ଏବେ 2-0ରେ ଅଗ୍ରଣୀ ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.