ETV Bharat / sports

‘ଶେଷରେ ନ୍ୟାୟ ପାଇଲା ଭାରତର ଝିଅ’ - ନିର୍ଭୟା ରାୟକୁ ନେଇ ଗୌତମ ଗମ୍ଭୀରଙ୍କ ପ୍ରତିକ୍ରିୟା

ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ମାମଲାର 4 ଦୋଷୀ । ତେବେ 4 ଦୋଷୀଙ୍କୁ ଡେଥ୍‌ ଓ୍ବାରେଣ୍ଟ ଜାରିର କିଛି ସମୟ ପରେ ଗମ୍ଭୀର ଟ୍ବିଟ୍‌ କରି ଲେଖିଛନ୍ତି, "ଶେଷରେ ଭାରତର ଝିଅକୁ ନ୍ୟାୟ ମିଳିଲା ।"

gautam-gambhir-reaction-on-nirbhaya-case
ନିର୍ଭୟା ରାୟକୁ ନେଇ ଏମିତି କହିଲେ ଗମ୍ଭୀର
author img

By

Published : Jan 7, 2020, 8:41 PM IST

ନୂଆଦିଲ୍ଲୀ: ପାଖାପାଖି 8 ବର୍ଷର ସଙ୍ଘର୍ଷ ପରେ ନିର୍ଭୟା ମାମଲାରେ 4 ଦୋଷୀଙ୍କୁ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ତିହାର ଜେଲରେ 22 ଜାନୁଆରୀ ସକାଳ 7ଟାରେ ନିର୍ଭୟା ମାମଲାର 4 ଦୋଷୀଙ୍କୁ ଫାଶୀ ଦିଆଯିବ । ତେବେ ରାୟ ପ୍ରକାଶ ପରେ ବିଜେପି ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି ।

gautam-gambhir-reaction-on-nirbhaya-case
ନିର୍ଭୟା ରାୟକୁ ନେଇ ଏମିତି କହିଲେ ଗମ୍ଭୀର

ରାୟ ପ୍ରକାଶ ପାଇବାର କିଛି ସମୟ ପରେ ଗମ୍ଭୀର ଏକ ଟ୍ବିଟ୍‌ କରି ଲେଖିଛନ୍ତି, "ଶେଷରେ ଭାରତର ଝିଅକୁ ନ୍ୟାୟ ମିଳିଲା ।" ତେବେ ଗମ୍ଭୀରଙ୍କ ବ୍ୟତିତ ଅନ୍ୟ ରାଜନେତାମାନେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ତେବେ ଦୋଷୀଙ୍କୁ ଡେଥ୍‌ ଓ୍ବାରେଣ୍ଟ ଜାରି ହେବା ପରେ ନିର୍ଭୟା ମା’ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଝିଅକୁ ନ୍ୟାୟ ମିଳିଥିବା ସେ କହିଛନ୍ତି । ନିର୍ଭୟାଙ୍କ ମାଆ କହିଛନ୍ତି, " ଏ ଲଢେଇ କେବଳ ଆମର ନୁହେଁ, ପୁରା ଦେଶର ଥିଲା । ଦୋଷୀଙ୍କୁ ଫାଶୀ ଯୋଗୁଁ ମହିଳାଙ୍କୁ ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ବାସ ବଢିବ । "

Intro:पूर्वी दिल्ली. निर्भया मामले में दोषियों को 22 जनवरी को सुबह 7:00 बजे फांसी देने का कोर्ट ने आदेश दिया है। कोर्ट ने डेथ वारंट पर सुनवाई के बाद यह फैसला सुनाया है

Body:कोर्ट के इस फैसले के बाद राजनीतिक नेताओं ने भी अपनी प्रतिक्रिया देनी शुरू कर दी है पूर्वी दिल्ली के सांसद गौतम गंभीर ने ट्वीट कर कहा है कि "आखिरकार भारत की बेटी को इंसाफ मिला"

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.