ETV Bharat / sports

ଭାରତ ବନାମ ଇଣ୍ଡିଜ: ବାରବାଟୀ ଦିନିକିଆରୁ ବାଦ ପଡିଲେ ଚହର, ସାଇନିଙ୍କୁ ଡକରା - Navdeep Saini replace Deepak Chahar

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜର 3ୟ ତଥା ନିର୍ଣ୍ଣାୟକ ମ୍ୟାଚରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ବୋଲର ଦିପକ ଚହର । ତାଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ଦଳରେ ସାମିଲ କରାଯାଇଛି । ଅଧିକ ପଢନ୍ତୁ...

India vs West Indies 3rd ODI
ବାରବାଟୀ ଦିନିକିଆରୁ ଚହର ବାଦ
author img

By

Published : Dec 20, 2019, 5:53 PM IST

କଟକ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜର 3ୟ ତଥା ନିର୍ଣ୍ଣାୟକ ମ୍ୟାଚ ବାରବାଟୀ ଷ୍ଟାଡିୟମ କଟକରେ ଖେଳାଯିବ । ତେବେ ଏହା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ ଝଟକା ।

Navdeep
ନବଦୀପ ସୈନି

ଷ୍ଟାର ପେସ ବୋଲର ଦିପକ 3ୟ ଦିନିକିଆରୁ ବାହାରି ଯାଇଛନ୍ତି । ଆହତ କାରଣରୁ ଦିପକ ଏହି ଗୁରୁତ୍ବପୂର୍ଣ୍ଣ ସିରିଜ ନିର୍ଣ୍ଣାୟକ ମ୍ୟାଚରୁ ବାଦ ପଡିଛନ୍ତି । ଫଳରେ ଭାରତର ବୋଲିଂ ଆଟାକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଦିପକ ଚହରଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ଦଳରେ ସାମିଲ କରାଯାଇଛି । 2ୟ ଦିନିକିଆରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ଚହର । ପୂର୍ବରୁ ଅଭିଜ୍ଞ ଭୁବନେଶ୍ବର କୁମାର ଆହତ କାରଣରୁ ବାଦ ପଡିଛନ୍ତି ।

ବାରବାଟୀ ଦିନିକିଆ ପାଇଁ ଭାରତୀୟ ଦଳ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ଋଷଭ ପନ୍ତ(ୱିକେଟ କିପର), ଶିବମ ଦୁବେ, କେଦାର ଯାଦବ, ରବିନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ଶାର୍ଦ୍ଦୁଳ ଠାକୁର, ନବଦୀପ ସାଇନି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.