ETV Bharat / sports

2ୟ ଆସେସ ଟେଷ୍ଟ: ଟସ ଜିତି ଅଷ୍ଟ୍ରେଲିଆର ଫିଲ୍ଡିଂ ନିଷ୍ପତ୍ତି, ଇଂଲଣ୍ଡର ବ୍ୟାଟିଂ ଜାରି

author img

By

Published : Aug 15, 2019, 7:21 PM IST

ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ 2ୟ ଆସେସ ଟେଷ୍ଟ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ କଙ୍ଗାରୁ କ୍ୟାପଟେନ ଟିମ ପେନ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଇଂଲଣ୍ଡର ବ୍ୟାଟିଂ ଜାରି ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ଲଣ୍ଡନ: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ 2ୟ ଆସେସ ଟେଷ୍ଟ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ କଙ୍ଗାରୁ କ୍ୟାପଟେନ ଟିମ ପେନ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ।

Australia win toss
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ତେବେ ମ୍ୟାଚର ପ୍ରଥମ ଦିନ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଶେଷ 4ଦିନର ଅନ୍ତିମ ସେସନରେ ଏହି ଓଭରର ଭରଣା କରାଯିବାକୁ ଲକ୍ଷ୍ୟ ସ୍ଥିର ହୋଇଛି ।
ଇଂଲଣ୍ଡ ପେସ ବୋଲର ଜୋଫ୍ରା ଆର୍ଚରଙ୍କୁ ଇଂଲଣ୍ଡର ଟେଷ୍ଟ କ୍ୟାପ ମିଳଛି । 2ୟ ଆସେସ ଟେଷ୍ଟରେ ଡେବ୍ୟୁ ଟେଷ୍ଟ କରିଛନ୍ତି ଆର୍ଚର ।
5 ଦିନିଆ ଆସେସ ଟେଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ ।

ଅଷ୍ଟ୍ରେଲିଆ ଦଳ(ଚୁଡାନ୍ତ ଏକାଦଶ): କେମରାନ ବେନକ୍ରଫ୍ଟ, ଡେଭିଡ ୱାର୍ଣ୍ଣର, ଉସମାନ ଖାୱାଜା, ଷ୍ଟିଭେନ ସ୍ମିଥ, ଟ୍ରାଭିସ ହେଡ, ମାଥ୍ୟୁ ୱେଡ, ଟିମ ପେଇନ(ୱିକେଟକିପର/ କ୍ୟାପଟେନ), ପାଟ କମିନ୍ସ, ପିଟର ସିଡଲ, ନାଥନ ଲାୟନ , ଜସ ହେଜଲଉଡ ।

ଇଂଲଣ୍ଡ ଦଳ(ଚୁଡାନ୍ତ ଏକାଦଶ): ରରି ବର୍ଣ୍ଣସ, ଜେସନ ରୟ, ଜୋ ରୁଟ(କ୍ୟାପଟେନ), ଜୋ ଡେନଲି, ଜସ ବଟଲର, ବେନ ଷ୍ଟୋକ୍ସ, ଜନ୍ନି ବେଆରଷ୍ଟୋ(ୱିକେଟ କିପର), କ୍ରିସ ୱିର୍କ୍ସ, ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବ୍ରଡ, ଜାକ ଲିସ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.