ETV Bharat / sitara

ଟେଲିଭିଜନକୁ ଫେରିଲେ ଅନ୍ନୁ ମଲ୍ଲିକ

author img

By

Published : Jul 23, 2019, 9:29 PM IST

ଗେଷ୍ଟ ଜର୍ଜ ଭାବରେ ପୁଣି ଟେଲିଭିଜନକୁ ଫେରୁଛନ୍ତି ମିଠୁ ଅଭିଯୁକ୍ତ ଅନ୍ନୁ ମଲିକ । ‘ସୁପରଷ୍ଟାର ସିଙ୍ଗର’ରେ ଆସିବେ ନଜର ।

ଫଟୋ ସୌଜନ୍ୟ: ଟ୍ବିଟର/@The_AnuMalik

ହାଇଦ୍ରାବାଦ: ମିଠୁ ଅଭିଯାନରେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଲାଗିଥିବା ଅନ୍ନୁ ମଲିକ ପୁଣି ଟେଲିଭିଜନକୁ ଫେରିଛନ୍ତି । ଗତ ବର୍ଷ ମିଠୁ ଅଭିଯୋଗ ପରେ ଇଣ୍ଡିଆନ ଆଇଡଲ ଜୁରୀ ପ୍ୟାନେଲରୁ ଅନ୍ନୁ ମଲ୍ଲିକଙ୍କୁ ବାହାର କରାଯାଇଥିଲା । ମାତ୍ର ବର୍ତ୍ତମାନ ଶୋ' ‘ସୁପରଷ୍ଟାର ସିଙ୍ଗର’ ଗେଷ୍ଟ ଜର୍ଜ ଭାବରେ ନଜର ଆସିବେ ଅନ୍ନୁ ।

ଗୀତିକାର ସମୀର ଅଞ୍ଜାନ ଏହି ଖବରକୁ ସ୍ପଷ୍ଟ କରିଛନ୍ତି । ପ୍ରକାଶଥାଉକି, ଅକ୍ଟୋବର 2018ରେ ଦୁଇ ମହିଳା ଗାୟିକା ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ମାତ୍ର ଏହାକୁ ଖାରଜ କରିଥିଲେ ଅନ୍ନୁ ମଲ୍ଲିକ । ତେବେ ପୂର୍ବରୁ ଅନ୍ନୁ ‘ଇଣ୍ଡିଆନ ଆଇଡଲ’କୁ ପୁଣି ଫେରିପାରନ୍ତି ବୋଲି ଖବର ଶୁଣିବାକୁ ମିଳୁଥିଲା ।

Intro:Body:

5

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.