ETV Bharat / sitara

ଆମୀରଙ୍କ କୋରୋନା ଖବର ଶୁଣି ରାକ୍ଷୀ କହିଲେ ‘ଲଭ ୟୁ’

author img

By

Published : Mar 26, 2021, 3:20 PM IST

ଭାଇରାଲ ହେଲା ରାକ୍ଷୀଙ୍କ ନୂଆ ଭିଡିଓ । ଆମୀରଙ୍କ ପାଇଁ ଦୁଃଖି ନଜର ଆସିଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବୁଧବାର ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଯାହା ପରେ ସେ ନିଜକୁ କ୍ବାରେଣ୍ଟାଇନ କରିଥିଲେ । ତାଙ୍କ ପଜିଟିଭ କଥା ଶୁଣି ଚିନ୍ତାରେ ଫ୍ୟାନ୍ସ ଥିବା ବେଳେ ଅଧିକ ଦୁଃଖି ନଜର ଆସୁଛନ୍ତି ବି-ଟାଉନର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ । ବର୍ତ୍ତମାନ ତାଙ୍କର ଏକ ଭିଡିଓ ଖୁବ୍ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଯେଉଁଥିରେ ସେ ଆମୀରଙ୍କ କଥା ଶୁଣି ଚକିତ ହୋଇପଡିଛନ୍ତି ।

ଫ୍ୟାନକ୍ଲବ ଇନଷ୍ଟାଗ୍ରାମ ପେଜରେ ସେୟାର ହୋଇଥିବା ଭିଡିଓରେ ଯେତେବେଳେ ମିଡିଆ ରାକ୍ଷୀଙ୍କୁ ଜଣାଇଲେ ଯେ ଆମୀର କୋରୋନା ସଂକ୍ରମିତ ହୋଇଛନ୍ତି, ତେବେ ରାକ୍ଷୀ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ । ଆଉ କହିଲେ, ‘ହେ ଭଗବାନ ଆମୀରଙ୍କୁ କୋରୋନା । ମତେ ଡର ଲାଗୁଛି । ଆଇ ଲଭ ୟୁ ଆମୀର, ଆଇ ମିସ୍ ୟୁ ।’

ପ୍ରକାଶ ଥାଉକି ଅନେକ ସେଲିବ୍ରିଟିଙ୍କୁ କୋରୋନା ହେବା ଖବର ବର୍ତ୍ତମାନ ଚର୍ଚ୍ଚାରେ । ଆମୀରଙ୍କ ସହ ରଣବୀର କପୁର, ସଞ୍ଜୟ ଲୀଲା ଭଂସାଲୀ ଆଉ ଏବେ ମିଲିନ୍ଦ ସୋମେନଙ୍କୁ କୋରୋନା ହେବା ଖବର ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.