ETV Bharat / sitara

ବାପୁଜୀଙ୍କୁ ନେଇ ଟ୍ବିଟ କରି ଅଡୁଆରେ କୁଇନ

author img

By

Published : Mar 13, 2021, 1:07 PM IST

ପୁଣି ଟ୍ବିଟ ପରେ ଟ୍ବିଟ କରି ପ୍ରତିକ୍ରିୟା ରଖିଲେ କୁଇନ କଙ୍ଗନା । ଏଥର ବ୍ରିଟେନ ରାଜ ପରିବାର ସହ ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ସାମିଲ କରିଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ବିବାଦ ଆଉ କଙ୍ଗନା ରଣାୱତ ପରସ୍ପର ସହ ଜଡିତ । ନିଜ ବିନ୍ଦାସ ଅନ୍ଦାଜରେ ଦେଶର ସବୁ ପ୍ରସଙ୍ଗରେ ପ୍ରତିକ୍ରିୟା ରଖନ୍ତି ଅଭିନେତ୍ରୀ । ଯାହାକୁ ନେଇ ଅନେକଥର ସମାଲୋଚନାର ଶିକାର ମଧ୍ୟ ହୋଇସାରିଲେଣି । ହେଲେ ଚୁପ୍ ବସିବାର ନାଁ ନେଉନାହାଁନ୍ତି ସେ । ଆଉ ଏବେ ସେ ବ୍ରିଟେନର ରାଜ ପରିବାରରେ ଚାଲିଥିବା ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏବଂ ଏହାସହ ସେ ଦେଶର ପିତା ମହାତ୍ମା ଗାନ୍ଧୀଙ୍କୁ ନାମ ମଧ୍ୟ ଉଠାଇଛନ୍ତି ।

  • For few past days, people gossiped, judged, online lynched a family based on one sided story at the cost of a family, I never saw the interview as sass, bahu, sajish type stuff never excites me. All I want to say is one woman the only ruling Monarch left on this globe (cont) pic.twitter.com/1RNlz9QND1

    — Kangana Ranaut (@KanganaTeam) March 12, 2021 " class="align-text-top noRightClick twitterSection" data=" ">

ପ୍ରଥମ ଟ୍ବିଟରେ କଙ୍ଗନା ଲେଖିଛନ୍ତି, ‘ଗତ କିଛି ଦିନ ହେବ ଲୋକ ଏକ ପରିବାର ଉପରେ କଥା ହୋଇଥିଲେ, ଏକପାଖିଆ କାହାଣୀ ଶୁଣିଲେ, ଅନଲାଇନରେ ବିଚାର କଲେ । ମୁଁ କେବେ ଶାଶ୍ ବହୁ ଔର ସାଜିଶ ଭଲି ସାକ୍ଷାତକାର ଦେଖି ନାହିଁ । କାରଣ ଏହି ଜିନିଷଗୁଡ଼ିକ ମୋତେ ଉତ୍ସାହିତ କରେ ନାହିଁ । ମୁଁ କେବଳ କହିବାକୁ ଚାହେଁ ଯେ ସେ ସମଗ୍ର ବିଶ୍ବରେ ସେ ଏକମାତ୍ର ମହିଳା ଶାସକ ଅଛନ୍ତି ।’

  • Kangana, your tweet is very nuanced...unfortunately most people wont get it...one half will spew hatred against the British while the other half will cry racism. The larger point that you're making about that woman, who happens to be the queen, will go unnoticed.

    — Sia (@AnytimeGorgeous) March 12, 2021 " class="align-text-top noRightClick twitterSection" data=" ">

ସେହିପରି ଦ୍ବିତୀୟ ଟ୍ବିଟରେ ଲେଖିଛନ୍ତି, ‘ସେ ହୁଏତ ଏକ ଆଦର୍ଶ ଏମଆଇଏଲ୍, ପତ୍ନୀ, ଭଉଣୀ ହୋଇପାରନ୍ତି ନାହିଁ, କିନ୍ତୁ ସେ ଜଣେ ମହାନ ରାଣୀ । ସେ ତାଙ୍କ ପିତାଙ୍କ ସ୍ବପ୍ନକୁ ସାକାର କଲେ, ସେ ମୁକୁଟ ରକ୍ଷା କଲେ । ଆମେ ଏହା ପାଇଁ ଯଥେଷ୍ଟ ହୋଇଥିଲେ ମଧ୍ୟ ସିଦ୍ଧତା ସହିତ ଜୀବନର ଭୂମିକା ଗ୍ରହଣ କରିପାରିବୁ ନାହିଁ । ତାଙ୍କୁ ରାଣୀ ପରି ଅବସର ଦିଅନ୍ତୁ ।’

ଏହି ଦୁଇ ଟ୍ବିଟ ବ୍ୟତୀତ ସେ ମହାତ୍ମା ଗାନ୍ଧୀଙ୍କୁ ଆଧାର କରି ଲେଛନ୍ତି, ‘ମହାତ୍ମା ଗାନ୍ଧୀ ନିଜ ପିଲାମାନଙ୍କ ଦ୍ବାରା ଖରାପ ପିତା ବୋଲି ଅଭିଯୋଗ ପାଇଥିଲେ। ଅନେକ ସ୍ଥାନରେ ଏହା ଉଲ୍ଲେଖ କରାଯାଇଛି ଯେ ଯେତେବେଳେ ତାଙ୍କ ପତ୍ନୀ ଶୌଚାଳୟ ସଫା କରିବାକୁ ମନା କରିଦେଇଥିଲେ ସେତେବେଳେ ସେ ତାଙ୍କ ଘରୁ ବାହାର କରି ଦେଇଥିଲେ। ସେ ଜଣେ ମହାନ ନେତା ଥିଲେ ଯିଏ ଜଣେ ମହାନ ସ୍ବାମୀ ହୋଇପାରି ନଥିଲେ, କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତିଙ୍କ କଥା ଆସେ ସେତେବେଳେ ଜଗତ କ୍ଷମା କରେ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.