ETV Bharat / sitara

ଇନଷ୍ଟାଗ୍ରାମର ମଜାକ ଉଡାଇଲେ କଙ୍ଗନା, ଜାଣନ୍ତୁ କାହିଁକି ?

author img

By

Published : May 10, 2021, 8:02 AM IST

ଇନଷ୍ଟାଗ୍ରାମରୁ ଡିଲିଟ ହେଲା କଙ୍ଗନାଙ୍କ ପୋଷ୍ଟ । ମଜାକ ଉଡାଇ ଚର୍ଚ୍ଚାରେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ନିକଟରେ କଙ୍ଗନା ରଣାୱତଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିଥିଲା । ଯାହାର ସୂଚନା ସେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଦେଇଥିଲେ । ହେଲେ ରବିବାର ସେ ଅଭିଯୋଗ ଆଣିଥିଲେ ଯେ ଇନଷ୍ଟାଗ୍ରାମ ତାଙ୍କ ଏହି ପୋଷ୍ଟକୁ ଡିଲିଟ କରିଦେଇଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ଯାହାର ମଜାକ ଉଡାଇ କଙ୍ଗନା ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଥିଲେ, ‘ଇନଷ୍ଟା ମୋ ପୋଷ୍ଟକୁ ଡିଲିଟ କରିଦେଇଛି । ଯେଉଁଠାରେ ମୁଁ ଧମକ ଦେଇଥିଲେ କୋରୋନାକୁ ଧ୍ବଂସ କରିଦେବି ବୋଲି । କାରଣ କିଛି ଲୋକ ଆହତ ହୋଇଥିଲେ । ଏହାର ଅର୍ଥ ହେଲା ଆତଙ୍କବାଦୀ ଏବଂ କମ୍ୟୁନିଷ୍ଟଙ୍କ ପାଇଁ ଟ୍ବିଟରରେ ସହାନୁଭୂତି ବ୍ୟକ୍ତ କରନ୍ତି ଆଉ ଏଠାରେ ଏକ ଫ୍ୟାନକ୍ଲବ ଚଲାଉଛନ୍ତି ।’

ପ୍ରକାଶ ଥାଉକି ନିକଟରେ କଙ୍ଗନାଙ୍କ ବିବାଦୀୟ ବୟାନ ପାଇଁ ତାଙ୍କ ଟ୍ବିଟର ଆକାଉଣ୍ଟ ସବୁଦିନ ପାଇଁ ସସପେଣ୍ଡ କରିଦେଇଥିଲା ଟ୍ବିଟର ଇଣ୍ଡିଆ । ସେ ବଙ୍ଗଳାରେ ରାଷ୍ଟ୍ରପତି ଶାସନ କଥା କହି ବିବାଦୀୟ ବୟାନ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.