ETV Bharat / sitara

ଯାତ୍ରା କୁଇନଙ୍କୁ ଅଶ୍ଳୀଳ ମେସେଜ କରୁଛି କିଏ ?

ଯାତ୍ରାରେ ଅଙ୍ଗ ପ୍ରଦର୍ଶନ କରିବା ରାନୀଙ୍କ ପାଇଁ ପଡିଛି ଭାରି । କାରଣ ଯାତ୍ରା ପରେପରେ ରାନୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ କରାଯାଇ ହଜାରହଜାର ରାତ୍ରୀଯାପନ କରିବାର ଅନେକ ଅଶ୍ଳୀଳ ମେସେଜ ପାଇଛନ୍ତି ରାନୀ । ଆଉ ସେଥିପାଇଁ ଏବେ ନିଜର ସୁରକ୍ଷା ଦାବିକରି ପୋଲିସର ସାହାଯ୍ୟ ଲୋଡିଛନ୍ତି ରାନୀ...

author img

By

Published : Mar 6, 2019, 12:02 AM IST

ଫଟୋ ସୌଜନ୍ୟ: ଫାଇଲ ଫଟୋ

ଭୁବନେଶ୍ବର: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ଆଜିକାଲି ଜୋରଦାର ଚର୍ଚ୍ଚାରେ ଜଲିଉଡ ଆଇଟମ ଗର୍ଲ ପୁଷ୍ପଲତା ପଣ୍ଡା ଓରଫ ରାନୀ । କିନ୍ତୁ ଯାତ୍ରାରେ ଅଙ୍ଗ ପ୍ରଦର୍ଶନ କରିବା ରାନୀଙ୍କ ପାଇଁ ପଡିଛି ଭାରି । କାରଣ ଯାତ୍ରା ପରେପରେ ରାନୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ କରାଯାଇ ହଜାରହଜାର ରାତ୍ରୀଯାପନ କରିବାର ଅନେକ ଅଶ୍ଳୀଳ ମେସେଜ ପାଇଛନ୍ତି ରାନୀ । ଆଉ ସେଥିପାଇଁ ଏବେ ନିଜର ସୁରକ୍ଷା ଦାବିକରି ପୋଲିସର ସାହାଯ୍ୟ ଲୋଡିଛନ୍ତି ରାନୀ...

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାନୀ ନିଜର ସୁରକ୍ଷା ଦାବି କରି ହ୍ୟାକର ବିରୋଧରେ ଅଭିଯୋଗ ଆଣିଛନ୍ତି । ରାନୀ କହିଛନ୍ତି, ମୋତେ ସୁରକ୍ଷା ଦରକାର । ମୋ ଜୀବନ ପ୍ରତି ବିପଦ ଅଛି । ମୋ ଫେସବୁକ ଆକାଉଣ୍ଟ ହ୍ୟାକ କରି ମୋତେ ଅନେକ ଅଶ୍ଳୀଳ ମେସେଜ ତଥା ଧମକପୂର୍ଣ୍ଣ ଫୋନକଲ ଆସୁଛି ।

ପୂର୍ବରୁ ରାନୀ ଆକଟ୍ରେସ ନାଁରେ ଥିବା ଫେସବୁକ ଆକାଉଣ୍ଟକୁ କେହିଜଣେ ପରିବର୍ତ୍ତନ କରି ସାଗରିକା ମହାନ୍ତି ଜ୍ୟୋତି ନାଁରେ ବ୍ୟବହାର କରୁଛନ୍ତି । ଯାହାକୁ ତୁରନ୍ତ ଚିହ୍ନଟ କରାଯିବା ସହ ଏ ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରି ସତ ସାମ୍ନାକୁ ଆଣୁ ଓ ମୋତେ ଉପଯୁକ୍ତ ନ୍ୟାୟ ମିଳୁ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ରାନୀ । ତେବେ ଏହା କେବଳ ପବ୍ଲିସିଟି ଷ୍ଟଣ୍ଟ ହୋଇପାରେ ବୋଲି ମଧ୍ୟ ଆଲୋଚନା କରିଛନ୍ତି ସମାଲୋଚକ ।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.