ETV Bharat / sitara

ଭାବୁକ କରିଦେବ ଗୁଞ୍ଜନ ସକ୍ସେନାର ‘ଡୋରି ଟୁଟ ଗଇୟାଂ’ ଗୀତ

author img

By

Published : Aug 7, 2020, 8:19 PM IST

ନିକଟରେ ରିଲିଜ ହୋଇଥିଲା ‘ଗୁଞ୍ଜନ ସକ୍ସେନା’ର ଦମଦାର ଟ୍ରେଲର । ଆଉ ଏବେ ରିଲିଜ ହୋଇଯାଇଛି ଫିଲ୍ମର ଦୁଃଖଭରା ଗୀତ ‘ଡୋରି ଟୁଟ ଗଇୟାଂ’।

ଫଟୋ ସୌଜନ୍ୟ: ଜାହ୍ନବୀ କପୁର
ଫଟୋ ସୌଜନ୍ୟ: ଜାହ୍ନବୀ କପୁର

ମୁମ୍ବାଇ: ‘ଧଡକ’ ଫେମ ଜାହ୍ନବୀ କପୁର ଦୀର୍ଘ ସମୟରୁ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦ କାରଗିଲ ଗାର୍ଲ’ ପାଇଁ ଚର୍ଚ୍ଚାରେ । ଓଟିଟି ଫ୍ଲାଟଫର୍ମ ନେଟଫ୍ଲିକ୍ସରେ ଆସନ୍ତା 12 ତାରିଖରେ ରିଲିଜ ହେବାକୁ ଯାଉଛି ଫିଲ୍ମ । ଇତିମଧ୍ୟରେ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଛି ଫିଲ୍ମର ନୂଆ ଗୀତ ‘ଡୋରି ଟୁ ଗଇୟାଂ’। ଯାହାକୁ ରିଲିଜ କରିଦେଇଛନ୍ତି ମେକର୍ସ । ଇମୋସନାଲଭରା ଏହି ଗୀତ ସମସ୍ତଙ୍କୁ ଭାବୁକ କରିଦେବ । ସେହିପରି ଗୀତକୁ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି ।

ଗୀତଟିକୁ ରେଖା ଭାରଦ୍ବାଜ ଗାଇଥିବା ବେଳେ ଏହାର ଜବରଦସ୍ତ ଲିରିକ୍ସ ଲେଖିଛନ୍ତି କୈଶର ମୁନୀର । ଆଉ ଏହାକୁ କମ୍ପୋଜ କରିଛନ୍ତି ଅମିତ ତ୍ରିବୈଦୀ । ଜାହ୍ନବୀ ଗୀତରେ ପରଫେକ୍ଟ ନଜର ଆସୁଛନ୍ତି । ଦେଖନ୍ତୁ ଗୀତ...

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି ନିକଟରେ ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଥିଲା । ଫିଲ୍ମର କାହାଣୀ କାରିଗଲ ଯୋଦ୍ଧା ପାଇଲଟ ଗୁଞ୍ଜନଙ୍କ ଜୀବନ ଉପରେ ଆଧାରିତ । ଯିଏ କାରିଗଲ ଯୁଦ୍ଧରେ ସାହାସିକତା ସହ ଲଢିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.